Browsing Tag

russia-ukraine war

ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଘୋଷଣା କଲେ ଜୋ ବାଇଡେନ୍‌

ନୂଆଦିଲ୍ଲୀ : ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍‌ ଯୁଦ୍ଧ । ୟୁକ୍ରେନକୁ ଆଉ ୧୫ ହଜାର କୋଟିର ସାମରିକ ପ୍ୟାକେଜ୍‌ ଘୋଷଣା କରିଛି ଆମେରିକା । ହ୍ଵାଇଟ୍‌ ହାଉସରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଜୋ ବାଇଡେନ୍‌ । ଏଥିସହ ୟୁକ୍ରେନକୁ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଋଷ ଛାଡ଼ିବ ପରମାଣୁ ଅସ୍ତ୍ର, ଚୀନ ତିଆରି କରିବ ଜୈବିକ ଅସ୍ତ୍ର, ଭାରତରେ ହେବ…, ଜାଣିବା…

କେନ୍ୟୁଜ୍‌: ଦୀର୍ଘ ୯ ମାସ ହୋଇ ଗଲାଣି ଋଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗିରହିଛି । ଦୁଇ ଦେଶ ମଧ୍ୟରୁ କେହି ବି ପଛକୁ ହଟୁ ନାହାନ୍ତି । ଋଷ ଯେଉଁ ଅଞ୍ଚଳରେ କବ୍‌ଜା କରୁଛି ସେହି ଅଞ୍ଚଳରେ ତାର ସୈନ୍ୟ ଜମା କରୁଛି । ଏପରି କି ସେଠାରେ ଥିବା ଋଷ ଭାଷା ଭାଷୀ ଲୋକଙ୍କୁ ନିଜ ଦେଶକୁ ନେଇଯାଉଛି । ମିଡିଆ…

ପୋଲାଣ୍ଡରେ ମିଶାଇଲ ମାଡ଼ରେ ଦୁଇ ନାଗରିକଙ୍କ ମୃତ୍ୟୁ

କେନ୍ୟୁଜ୍‌: ପୋଲାଣ୍ଡରେ ମିଶାଇଲ ମାଡ଼ ହେବା ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଛି । ନାଟୋ ସଦସ୍ୟ ଦେଶ ଗୁଡ଼ିକ ଏବେ ଏହାର ଜବାବ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନ୍‌ସ୍କି ଋଷ ଉପରେ ଆରୋପ ଲଗାଉଛନ୍ତି ଏବଂ କଡ଼ା ମନ୍ତବ୍ୟ ଦେଉଛନ୍ତି ।…

ପୁଣିଥରେ ଜୋର ଧରିଲା ଋଷ-ୟୁକ୍ରେନ ଯୁଦ୍ଧ: ଉଭୟ ପକ୍ଷରୁ ମିଶାଇଲ ମାଡ; ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ…

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣିଥରେ ଜୋର ଧରିଛି। ଋଷ ସେନା ଉପରେ ୟୁକ୍ରେନ ସେନା ଭାରି ପଡୁଛନ୍ତି । ଫଳରେ ଋଷ ୟୁକ୍ରେନର ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ଏହାକୁ ନଜରରେ ରଖି ବୁଧବାର ଦିନ ଭାରତ ଏହାର ସମସ୍ତ ନାଗରିକଙ୍କୁ ୟୁକ୍ରେନ ଯାତ୍ରା ନକରିବାକୁ…

କ୍ଷେପଣାସ୍ତ୍ର ନୁହେଁ, ଏବେ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଠ ମାସ ବିତିଲାଣି। କିନ୍ତୁ ଏହା ବନ୍ଦ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ମାସ ମାସ ଧରି ଆର୍ଟିଲିରି ଏବଂ ଟ୍ୟାଙ୍କ ସାହାଯ୍ୟରେ ୟୁକ୍ରେନ ସହର ଉପରେ ଆକ୍ରମଣ କରୁଥିବା ରୁଷ ମଧ୍ୟ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛି।…

ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣାମ: ଦାରିଦ୍ର୍ୟରେ ସମ୍ମୁଖୀନ ହେଉଛନ୍ତି ୪୦ ଲକ୍ଷ ପିଲା, ସୂଚନା ଦେଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ବର୍ତ୍ତମାନ ବିଶ୍ୱ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ମିଳିତ ଜାତିସଂଘର ଶିଶୁ ଏଜେନ୍ସି (ୟୁନିସେଫ୍) କହିଛି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବଂ ଏହାର ଅର୍ଥନୈତିକ ଅବନତି ପୂର୍ବ ୟୁରୋପ ଏବଂ ମଧ୍ୟ…

ରୁଷ୍‌ ବର୍ବରତାର ନୂଆ ଅଧ୍ୟାୟ, ୟୁକ୍ରେନରେ ସାରା ଆକାଶରୁ ଖସୁଛି ମିସାଇଲ

ନୂଆଦିଲ୍ଲୀ : ରୁଷ୍‌ ବର୍ବରତାର ନୂଆ ଅଧ୍ୟାୟ। ୟୁକ୍ରେନରେ ସାରା ଆକାଶରୁ ଖସୁଛି ମିସାଇଲ । ଯୁଆଡ଼େ ଚାହିଁଲେ ହୁହୁ ହୋଇ ଜଳୁଛି ନିଆଁ । କେବଳ ପୂର୍ବ କି ଦକ୍ଷିଣ ନୁହେଁ । ପଶ୍ଚିମ ଓ ଉତ୍ତର ୟୁକ୍ରେନ୍‌ରେ ବି ଧ୍ୱଂସର ଲୀଳା ଚାଲିଛି । କାଲିଠାରୁ ରୁଷ୍‌ ସେନାର ମିସାଇଲ ଆକ୍ରମଣରେ ଥରୁଛି…

ୟୁକ୍ରେନର ସ୍ୱାଧୀନତା ଦିବସ ପୂର୍ବରୁ ହୋଇପାରେ ଭୟଙ୍କର ରୁଷୀୟ ଆକ୍ରମଣ! ଜେଲେନସ୍କି କହିଲେ, ‘ପ୍ରସ୍ତୁତ ରୁହ…’

ଆଗକୁ ଆସୁଛି ୟୁକ୍ରେନର ସ୍ୱାଧୀନତା ଦିବସ। ସୋଭିଏତ ଶାସନରୁ ଦେଶ ସ୍ୱାଧୀନତା ପାଇବାର ୩୧ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଏହି ସମୟରେ ଭୟଙ୍କର ରୁଷୀୟ ଆକ୍ରମଣକୁ ନଜରରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।…

ଜାପୋରଝିଆ ଆଣବିକ କେନ୍ଦ୍ରରେ ରୁଷ୍‌ର ଉପସ୍ଥିତି ପୂରା ୟୁରୋପ ପାଇଁ ବିପଦ, ଯେକୌଣସି ମୁହୂର୍ତ୍ତରେ ବି ହୋଇପାରେ ବିକିରଣ

ରୁଷ୍‌ର ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଯାଉ। ଏମିତି ଆହ୍ଵାନ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି। ଜାପୋରଝିଆ ଆଣବିକ କେନ୍ଦ୍ରରେ ବଢ଼ୁଥିବା ବିପଦ ପାଇଁ ରୁଷ୍‌ ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଇବାକୁ ମିତ୍ରରାଷ୍ଟ୍ରଙ୍କୁ କହିଛନ୍ତି ଜେଲେନ୍‌ସ୍କି।…

ଯୁଦ୍ଧକୁ ଆହୁରି ବ୍ୟାପକ କରିବ ରୁଷ୍, ୟୁକ୍ରେନ ସୀମାରେ ରିଭର୍ସ ଫୋର୍ସ

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ରୁଷ୍ । ୟୁକ୍ରେନ୍ ସୀମାକୁ ମାଡ଼ି ଆସୁଛି ବିଶାଳ ସେନା ବାହିନୀ। ରିଜର୍ଭ ସୈନ୍ୟଙ୍କୁ ଠୁଳ କରୁଛି ମସ୍କୋ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓ୍ଵାର ଷ୍ଟଡି ମୁତାବକ ଡୋନ୍ବାସ ବାହାରେ ରୁଷ୍ର ଆଖି । ଡୋନବାସ୍ ବ୍ୟତୀତ ଖାରକିଭ୍କୁ ଟାର୍ଗେଟ୍ କରିଛି…

ଆମେ ମସ୍କୋକୁ ଶାନ୍ତିରେ ରହିବାକୁ ଦେବୁନି- ଭୋଲୋଦମିର ଜେଲେନ୍ସ୍କି, ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସେଭେରୋଡୋନେସ୍କରେ ଚାଲିଛି ଭୀଷଣ ଯୁଦ୍ଧ। ପ୍ରତି ଇଞ୍ଜ ଜମି ପାଇଁ ଚାଲିଛି ଲଢ଼େଇ । ଏବେ ରୁଷ୍-ୟୁକ୍ରେନ୍ ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ଡୋନ୍ବାସର ଏହି ଅଞ୍ଚଳ । ସୈନ୍ୟ ଆଉ ନାଗରିକଙ୍କ ରକ୍ତରେ ଭିଜୁଛି ସେଭେରୋଡୋନେସ୍କ। ଖାରଖିଭ ଓ ଖାରସେନ ଅଞ୍ଚଳରେ ତୁହାକୁ ତୁହା…

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍‌ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍‌ବାସୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ଆଜି ଜୁନ୍‌ ୩ରେ ୧୦୦ ଦିନ ହୋଇଛି। କିନ୍ତୁ ଏବେ ଯାଏଁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ରୁଷ୍‌କୁ ପ୍ରଥମେ ଲାଗିଥିଲା ଯେ ସେମାନେ ମାତ୍ର କିଛି ଦିନରେ ହିଁ ଯୁଦ୍ଧ ସାରି ଦେବେ। କିନ୍ତୁ ୟୁକ୍ରେନ୍‌ ତାଙ୍କୁ କଡ଼ା ଟକ୍କର ଦେଇଛି। ଏହି ଯୁଦ୍ଧ…