ମସ୍କୋ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି, ୧୧ ସନ୍ଦିଗ୍ଧ ଅଟକ
ରୁଷ୍ର ରାଜଧାନୀ ମସ୍କୋରେ ଶୁକ୍ରବାର ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢ଼ି ୧୧୫ରେ ପହଞ୍ଚିଛି । ଆତଙ୍କବାଦୀମାନେ ଏକ ବଡ଼ ସମାରୋହ ସ୍ଥଳରେ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ୩ ଶିଶୁଙ୍କ ସମେତ ଏ ପର୍ଯ୍ୟନ୍ତ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ ୧୧ ଜଣଙ୍କୁ…