ପ୍ରଥମ ଥର ପାଇଁ ଋଷୀୟ ଯୁଦ୍ଧ ଅପରାଧୀଙ୍କୁ ୟୁକ୍ରେନ ଅଦାଲତ ଦେଲା ଆଜୀବନ କାରାଦଦଣ୍ଡ
ନୂଆଦିଲ୍ଳୀ : ୟୁକ୍ରେନର ଏକ ଅଦାଲତ ଦେଶର ଜଣେ ନାଗରିକଙ୍କୁ ହତ୍ୟା କରିବା ଅପରାଧରେ ୨୧ ବର୍ଷୀୟ ଜଣେ ଋଷ ସୈନିକଙ୍କୁ ପ୍ରଥମ ଯୁଦ୍ଧ ବନ୍ଦୀ ଭାବେ ସୋମବାର ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜଣେ ଋଷ ସୈନିକଙ୍କ ଉପରେ ମକଦ୍ଦମା କରି ଦଣ୍ଡ…