ଚେନ୍ନାଇ ସୁପରକିଙ୍ଗସ୍ ଅଧିନାୟକ ପଦ ଛାଡିଲେ ଧୋନି, ଋତୁରାଜଙ୍କୁ ମିଳିଲା ଦାୟିତ୍ୱ
ଆଇପିଏଲ ଆରମ୍ଭରୁ ଚେନ୍ନାଇ ସୁପରକିଙ୍ଗସ ଫ୍ୟାନ୍ସଙ୍କୁ ବଡ ଝଟକା । ଚେନ୍ନାଇ ସୁପରକିଙ୍ଗସ ଟିମରୁ ଅଧିନାୟକ ପଦ ଛାଡିଲେ ମହେନ୍ଦ୍ର ସିଂ ଧୋନି । ଟିମର ନୂଆ ଦାୟିତ୍ୱ ଋତୁରାଜ ଗାଏକ୍ୱାଡଙ୍କୁ ଦିଆଯାଇଛି । ଚଳିତବର୍ଷ ଆଇପିଏଲରେ ସିଜନରେ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବେ ନାହିଁ ।…