Browsing Tag

saathi card

ମହାନତା ଦେଖାଇଲେ ଆଦିତ୍ୟ ଚୋପ୍ରା, ଦିନ ମଜୁରିଆ ଓ ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆରମ୍ଭ କଲେ‘ସାଥୀ କାର୍ଡ’

ସିନେମା ଜଗତରେ କାର୍ଯ୍ୟରତ ଶ୍ରମିକ ଓ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା। କରୋନା ସଙ୍କଟ ମଧ୍ୟରେ ହିନ୍ଦୀ ସିନେ ଜଗତରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଲୋକ ଓ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଶନିବାର ଦିନ…