ଛତିଶି ବର୍ଷ ପରେ…ପଳାସ ପତ୍ରରେ ପ୍ରସ୍ତୁତ ହେଲା ବାପାଙ୍କ ଶବ, ସ୍ତ୍ରୀ ପୋଛିଲା ମଥାରୁ ସିନ୍ଦୁର ଆଉ ପୁଅ ଦେଲା…
ଜଗତସିଂହପୁର (କେନ୍ୟୁଜ) : କୋକେଇରେ ଶବ ଶୋଇଥିଲା, ବନ୍ଧୁ ପରିଜନ ବି ରାମ ନାମ ସତ୍ୟ ହେ କହି କହି ଚାଲିଥାନ୍ତି। ସ୍ତ୍ରୀ ବି ହାତରୁ ଶଙ୍ଖା ମଥାରୁ ସିନ୍ଦୁର ପୋଛି ଦେଲେ। ନାତି ଖଇ କଉଡି ପକାଇ ପକାଇ ଚାଲିଥାଏ ଆଗରେ। ଆଉ ବଡ ପୁଅ ଚାଳିଥାଏ ବେଣିରେ ନିଆଁ ଧରି ଆଗେ ଆଗେ। ସବୁକିଛି ପରମ୍ପରା…