Browsing Tag

sabai ghasa farmer

କରୋନା ମହାମାରୀ ଭାଙ୍ଗିଦେଇଛି ସବାଇ କାରୀଗରଙ୍କ ମେରୁଦଣ୍ଡ, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଚାହିଁ ରହୁଛନ୍ତି…

ମୟୁରଭଞ୍ଜ: ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ଶିଳ୍ପ ବିହୀନ ଏହି ଜିଲ୍ଲାରେ କୃଷି ହିଁ ଅନ୍ୟତମ ବିକଳ୍ପ । ଜିଲ୍ଲାର ଅଧାରୁ ଅଧିକ ଅଦିବାସୀ ରୋଜଗାର କ୍ଷମ ହୋଇଥାନ୍ତି ସବାଇ ଚାଷରୁ । ସବାଇ ଘାସରୁ ଦୌଡି ପ୍ରସ୍ତୁତ କରି ଜିବୀକା ନିର୍ବାହ କରୁଥିବା ଜିଲ୍ଲାବାସୀ ଏବେ…