Browsing Tag

sabitri brata

ସାବିତ୍ରୀ ପୂଜା ବେଳେ ଅଘଟଣ: ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ରେଢାଖୋଲ / ସମ୍ବଲପୁର (କେନ୍ୟୁଜ): ସାବିତ୍ରୀ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ମହିଳା ଗୁରୁତର। କଦଳୀଗଡ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଘଟିଛି ଏଭଳି ଘଟଣା। ଆହତଙ୍କ ଏହି ଗ୍ରାମର ସସ୍ମିତା ଗଡ଼ତିଆ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ, ପରେ ବୁର୍ଲା ଡ଼ାକ୍ତରଖାନାକୁ…

ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି ।…

ସାବିତ୍ରୀ ଅମାବାସ୍ୟା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକର ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ, ଲାଗିଛି ହଜାର ହଜାର…

ଭଦ୍ରକ (କେନ୍ୟୁଜ): ପବିତ୍ର ସାବିତ୍ରୀ ବ୍ରତ ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଓଡ଼ଙ୍ଗ ପଞ୍ଚାୟତର ଥିବା ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ।ପୌରାଣିକ କିମ୍ବଦନ୍ତୀ ଅନୁଯାଇ ସତୀ ସାବିତ୍ରୀ ଓ ସତ୍ୟବାନ ଏଠାରେ ବିରାଜ ମାନ କରିଥିବା ଶ୍ରଦ୍ଧାଳୁ ଙ୍କ ବିଶ୍ୱାସ…

ସୋମବାର ସାବିତ୍ରୀ ଅମାବାସ୍ୟା, ବେଶ୍‌ ଉଚ୍ଚା ରହିଛି ଫଳ ଦର

କଟକ(କେନ୍ୟୁଜ୍‌): ସୋମବାର ସାବିତ୍ରୀ ଅମାବାସ୍ୟା। କଟକ ଓ ଭୁବନେଶ୍ବରରେ ବେଶ୍‌ ଉଚ୍ଚା ରହିଛି ଫଳ ଦର। ଆମ୍ବ କେଜି ପ୍ରତି ୮୦ରୁ ୧୨୦ ଟଙ୍କା ଭିତରେ ବିକ୍ରି ହେଉଥିବା ବେଳେ ,ଲିଚୁ କୋଳି କେଜି ପ୍ରତି ୧୦୦ରୁ ୧୨୦ ଭିତରେ ରହିଛି। ସେଉ କେଜି ପ୍ରତି ୧୦୦ରୁ ୧୬୦ ଟଙ୍କା ରହିଛି। ପିଜୁଳି-୬୦ରୁ…

ଦିନକ ପରେ ସାବିତ୍ରୀ ବ୍ରତ, ଫଳ ଦୋକାନରେ ହାତ ମାରିବା କଷ୍ଟ

ଭୁବନେଶ୍ବର: ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀର ମଙ୍ଗଳ ମନାସି ଓ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ସଧବା ନାରୀ। ଏପଟେ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଛି ଫଳ ଦୋକାନ। ଆଉ ଯାହା କିଛି ବି ଫଳ ଦୋକାନ ଖୋଲିଛି ସେଠାରେ ହାତ ମାରିବା କଷ୍ଟକର। ପୂର୍ବ ଅପେକ୍ଷା ୫ ରୁ ୧୦ ଟଙ୍କା ବଢିଛି ଫଳ…

ଜାଣନ୍ତୁ ଲକଡାଉନରେ ଘରେ କିପରି ପାଳନ କରିବେ ସାବିତ୍ରୀ ବ୍ରତ

ଓଡ଼ିଆଣୀର ବାର ମାସରେ ତେର ଓଷା । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଏ । ଏହି ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରଥାନ୍ତି। ଏଥିପାଇଁ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ସହିତ ସୁସ୍ଥ…

ଆଜି ସାବିତ୍ରୀ, ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଛନ୍ତି ସ୍ତ୍ରୀ 

କେନ୍ୟୁଜ୍ : ଆଜି ଜ୍ୟେଷ୍ଠ ଅମାବାସ୍ୟା। ଓଡ଼ିଆ ସଧବା ନାରୀମାନେ ଆଜିର ଦିନକୁ ସାବିତ୍ରୀ ବ୍ରତ ଭାବେ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ପାଇଁ ବ୍ରତ ରଖିଥାନ୍ତି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନାରୀମାନେ…