Browsing Tag

sabitri

ଭଦ୍ରକ: ସାବିତ୍ରୀ ଭୋଗ ହୋଇଗଲା ବିଷାକ୍ତ, ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ

କେନ୍ୟୁଜ୍ (ବ୍ୟୁରୋ): ସାବିତ୍ରୀ ଭୋଗ ହୋଇଗଲା ବିଷାକ୍ତ। ଭୋଗ ଖାଇ ୩୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡିକାଲରେ ହେଉଛନ୍ତି ଚିକିତ୍ସିତ। ଆହୁରି ଅନେକ ଅସୁସ୍ଥ ଗାଁ ରେ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ  ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲା ଅସୁସ୍ଥ ଥିବା ଜଣାପଡିଛି। ବନ୍ତ ବ୍ଲକ  ରାମପୁର…

ଆଜି ସାବିତ୍ରୀ, ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ରଖିଛନ୍ତି ସ୍ତ୍ରୀ 

କେନ୍ୟୁଜ୍ : ଆଜି ଜ୍ୟେଷ୍ଠ ଅମାବାସ୍ୟା। ଓଡ଼ିଆ ସଧବା ନାରୀମାନେ ଆଜିର ଦିନକୁ ସାବିତ୍ରୀ ବ୍ରତ ଭାବେ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ପାଇଁ ବ୍ରତ ରଖିଥାନ୍ତି। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ନାରୀମାନେ…

ଆସନ୍ତାକାଲି ସାବିତ୍ରୀ ବ୍ରତ, ବଜାରରେ ଫଳ ଦର ଆକାଶ ଛୁଆଁ

ଆସନ୍ତାକାଲି ସାବିତ୍ରୀ ବ୍ରତ । ଫଳ ଓ ଲୁଗା ଦୋକାନରେ ଜମୁଛି ଭିଡ଼ । ଏହାସହ ବିଭିନ୍ନ କସମେଟିକ୍ସ ଦୋକାନରେ ଭିଡ ଲଗାଉଛନ୍ତି ମହିଳା । ବଜାରରେ ଫଳ ଦର ବି ଆକାଶ ଛୁଆଁ ରହିଛି। ବଜାର ଭିଡ଼ । ରାତି ପାହିଲେ ସାବିତ୍ରୀ ବ୍ରତ । ଯାଜପୁରରେ ଫଳ ଓ ଲୁଗା ଦୋକାନରେ ଲାଗିଛି ମହିଳାଙ୍କ ଭିଡ଼ ।…

ନ୍ୟାୟ ଅପେକ୍ଷାରେ ସାବିତ୍ରୀ

କଟକ : ନ୍ୟାୟ ପାଇଁ ଥାନାରେ ମହିଳା । ନ୍ୟାୟ ପାଇଁ ୫ଦିନ ହେଲା ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ସାବିତ୍ରୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡଖିରୀ ଗାଁର ସରୋଜ କୁଅଁରଙ୍କ ଝିଅ, ସାବିତ୍ରୀ କୁଅଁର ସେହି ଗାଁର ସୁଦାମ ସାମଲଙ୍କ ପୁଅ ବିକ୍ରମ ସାମଲଙ୍କୁ ବିବାହ କରିଥିଲେ। ସେମାନେ…