Browsing Tag

sabyasachi mishra

ଆସନ୍ତାକାଲି ସବ୍ୟସାଚୀଙ୍କୁ ବିବାହ କରିବେ ଅର୍ଚ୍ଚିତା, ସୋସିଆଲ ମିଡିଆରେ ଫଟୋ ସେୟାର କରି ଦେଲେ ସୂଚନା

ଦର୍ଶକଙ୍କ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ୍‌ ହିରୋ ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ସାହୁ। ରାଜସ୍ଥାନରେ ସେମାନେ ବିବାହ କରିବେ। ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟ ଓ ଅର୍ଚ୍ଚିତା। WITH THE…

ପୁଣି ସବ୍ଯସାଚୀ ଦେଖାଇଲେ ମହାନତା, ଲକ୍ ଡାଉନ୍ ସମୟରେ ରାସ୍ତାକଡରେ ଗଦା ହୋଇଥିବା ଭକ୍ତଙ୍କ ନଡିଆକୁ ପଠାଇଲେ…

ଭୁବନେଶ୍ବର: ମାନସିକ ନଡିଆ ସହିତ ଜଡି ହୋଇ ରହିଥାଏ ଦୁଃଖୀ ମଣିଷ ମାନଙ୍କର ବିକଳ ପ୍ରାର୍ଥନା । କେଉଁଠି ମାଆ, ମୃତ୍ୟୁମୁହଁରେ ପଡ଼ିଥିବା ନିଜ ଛୁଆଟିର ଜୀବନ ପାଇଁ ଠାକୁରାଣୀଙ୍କ ପାଖେ ନଡିଆଟିଏ ଯାଚି ଦେଇଥାଏ ତ, କେଉଁଠି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ବାମୀଙ୍କୁ ରକ୍ଷା କରିବା ପାଇଁ…

ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା, ନିଜ ଜନ୍ମମାଟିକୁ ଫେରିଲେ ପୂରା ପରିବାର

କେନ୍ୟୁଜ(ବ୍ୟୁରୋ): ଶେଷରେ ମିଳିଲା ଅଭିନେତା ସବ୍ୟସାଚୀଙ୍କ ସହାୟତା। ଆଉ ପରିବାର ନିଜ ଜନ୍ମମାଟିକୁ ଫେରିଲେ। ପୁଅର ଚୁଟି ପକାଇବାକୁ ପୁରୀ ଶ୍ରୀଲୋକନାଥଙ୍କ ପାଖକୁ ଆସିଥିବା ନୟାଗଡ଼ର ଏକ ପରିବାର ଲକ୍‌ଡାଉନ୍‌ ଯୋଗୁଁ ଫସିଯାଇଥିଲେ। ଏପରିକି ଓଡ଼ଗାଁର ମହିଳା ପାୟଲ ମହାରଣା ରାସ୍ତା ଉପରେ ଏକ…

ପୁଣି ପ୍ରବାସୀଙ୍କୁ ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ପୁଣି ସହଯୋଗର ହାତ ବଢ଼ାଇଲେ ଅଭିନେତା ସବ୍ୟସାଚୀ । ଗୁଜରାଟର ସୂୂତାମିଲରେ କାମ କରୁଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଅସୁସ୍ଥ ଯୁବକ ରମାକାନ୍ତଙ୍କୁ କାର ଓ ବସରେ ଘରକୁ ଆସିବାର ବ୍ୟବସ୍ଥା କଲେ ସବ୍ୟସାଚୀ । ଦୁଇ ସପ୍ତାହ ତଳେ ରମାକାନ୍ତ ଅସୁସ୍ଥ ହୋଇପଡିଥିଲେ ।…

ସୁଦୂର ବେଙ୍ଗାଲୁରୁରୁ ଏକ ଓଡ଼ିଆ ପରିବାରକୁ ବିମାନ ଯୋଗେ ଓଡ଼ିଶା ଫେରାଇଆଣିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମହାପାତ୍ର

କରୋନା ଭାଇରସ୍‌ ଯୋଗୁ ଏବେ ଯେତିକି ଲୋକଙ୍କ ଜୀବନ ଯାଉଛି ତା’ଠୁ ଅଧିକ ଲୋକ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। କିଏ ଖାଇବାକୁ ପାଉନି ତ ଆଉ କାହା ପାଖେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର। ଏଭଳି ସ୍ଥିତିରେ ଆଉ କାହାର ଚାକିରି ମଧ୍ୟ ଚାଲିଯାଉଛି। ବେସାହାରା ହୋଇ କିଛି ଲୋକ ପୁଣି ଭିଟାମାଟିକୁ…

ଲକଡାଉନ୍ ବେଳେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ଓଲିଉଡ ଷ୍ଟାର ସବ୍ୟସାଚୀ ମିଶ୍ର, ନିଜ ଘରେ ଖୋଲିଛନ୍ତି କଣ୍ଟ୍ରୋଲ ରୁମ୍

କରୋନା ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏହି ତାଲିକାରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି। ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଉଛନ୍ତି…