Browsing Tag

sabyasachi panda

ଏମକେସିଜି ମେଡକାଲରେ ମାଓ ନେତା ସବ୍ୟସାଚୀ ପଣ୍ଡା: ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ ପଣ୍ଡା। କାନରେ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସବ୍ୟସାଚୀ। ଦୀର୍ଘ ୮ବର୍ଷ ଧରି ବ୍ରହ୍ମପୁର ସର୍କଲ ଜେଲରେ ବନ୍ଦୀ ଅଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ଇଏନଟି ବିଭାଗରେ…

ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା, ଦୁଇଟି କେସର ବିଚାର ସହ…

ବାଲିଗୁଡା: ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ବାଲିଗୁଡା କୋର୍ଟରେ ଚାଲିଥିବା ବାଇଶଟି ମାମଲାରୁ ଦୁଇଟି କେସର ବିଚାର ସହ ସାକ୍ଷ୍ୟ ପ୍ରଦାନ ହୋଇଛି । ଦାରିଙ୍ଗିବାଡି ଅଞ୍ଚଳରେ ହୋଇଥିବା ବୋମା ବିସ୍ଫୋରଣକୁ ନେଇ ଦାରିଙ୍ଗିବାଡି ପୋଲିସ…

ଆଉ ଏକ ମାମଲାରୁ ମୁକୁଳିଲେ ମାଓନେତା ସବ୍ୟସାଚୀ, ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

ଆଉ ଏକ ମାମଲାରେ ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା। ୨୦୦୨ ଡିସେମ୍ବର ୫ତାରିଖ ଦିନ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟ୍‌ସ କଲେଜ ନିକଟରେ ପୋଲିସ ଭ୍ୟାନ୍‌ ଉପରକୁ ବୋମା ବସ୍ଫୋରଣ କରି ଉଡାଇଦେବା ଘଟଣାରେ ପୋଲିସ ସବ୍ୟସାଚୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଉପଯୁକ୍ତ…