Browsing Tag

sachin tendulkar

ମାଓଗଡ଼ରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର, କ୍ରୀଡା ବିପ୍ଳବର ମୂଳଦୁଆ ପକାଇଥିଲେ

ମାଲକାନଗିରି: ମାଓଗଡ଼ରେ କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଛିନ୍ଦନାର ଗାଁରେ ସପରିବାରେ ପହଞ୍ଚିଛନ୍ତି ତେନ୍ଦୁଲକର । ସେଠାରେ ଏକ କ୍ରୀଡା ବିପ୍ଳବର ମୂଳଦୁଆ ପକାଇଥିଲେ ସଚିନ । ସଚିନ ଓ ମାନଦେସି ଫାଉଣ୍ଡେସନ ବନ ଅଞ୍ଚଳର ଯୁବକମାନଙ୍କ…

ଆରମ୍ଭ ହୋଇଛି ଅର୍ଜୁନଙ୍କ ପ୍ରି ୱେଡିଂ ଫଙ୍କସନ୍, ପୁଅ ବିଷୟରେ ସଚିନ କହିଲେ ଏମିତି କଥା …

ପ୍ରସିଦ୍ଧ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମାର୍ଚ୍ଚ ୫ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିବାହ ପାଇଁ ପ୍ରି ୱେଡିଂ ଫଙ୍କସନ୍ ଆରମ୍ଭ ହୋଇସାରିଛି । ଅର୍ଜୁନ ଗତ ବର୍ଷ ସୋନିଆ ଚାଣ୍ଡୋକଙ୍କ ସହ ନିର୍ବନ୍ଧ କରିଥିଲେ । ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ…

ଅଜିତ ପାୱାରଙ୍କ ପରଲୋକରେ କ୍ରିକେଟ ଜଗତରେ ଶୋକ, ସଚିନ ତେନ୍ଦୁଲକରଙ୍କ ସମେତ ଅନ୍ୟ ଖେଳାଳି ପ୍ରକାଶ କଲେ ଦୁଃଖ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଅଜିତ ପାୱାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ୨୮ ଜାନୁଆରୀ ସକାଳ ୮ଟା ୪୫ରେ ଅବତରଣ କରିବାର ଥିଲା । ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତିରେ ଏକ…

ସଚିନ ତେନ୍ଦୁଲକରଙ୍କ ସହ ଫିଙ୍ଗର କ୍ରିକେଟ୍ ଖେଳିଲେ ବିଗ୍ ବି, ଫ୍ୟାନ୍ସଙ୍କ ହୃଦୟ ଜିତିଲା ଭିଡିଓ

ଅମିତାଭ ବଚ୍ଚନ କେବଳ ଚମତ୍କାର ଅଭିନେତା ନୁହଁନ୍ତି ସେ ଖେଳପ୍ରେମୀ ମଧ୍ୟ । ସେ ସମସ୍ତ ଖେଳ ଖେଳିବାକୁ ଖୁବ୍ ଭଲ ପାଆନ୍ତି । ବିଶେଷ କରି କିନ୍ତୁ ତାଙ୍କର କ୍ରିକେଟ୍ ପ୍ରତି ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ସହିତ ଫିଙ୍ଗର କ୍ରିକେଟ୍ ଖେଳିବା ପରେ…

ସଚିନଙ୍କ ଘରେ ବାଜିବ ଶାହନାଇ, ମାର୍ଚ୍ଚ ୫ରେ ବାହା ହେବେ ଅର୍ଜୁନ

ଖୁବଶୀଘ୍ର ସଚିନ ତେନ୍ଦୁଲକରଙ୍କ ଘରେ ବାଜିବ ଶାହାନାଇ । ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିକଟରେ ନିର୍ବନ୍ଧ ସରିଥିବାବେଳେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୫ ତାରିଖରେ ବିବାହ…

ଲର୍ଡସରେ ୫ ମିନିଟ ପାଇଁ ଘଣ୍ଟି ବଜାଇଲେ ସଚିନ ତେନ୍ଦୁଲକର, ପତ୍ନୀ ଅଞ୍ଜଳି ସାଥିରେ ଥିଲେ

ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟ ମ୍ୟାଚ୍ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି । ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଖାସ୍ ମୁହୂର୍ତ୍ତ ଆସିଥିଲା । କିଂବଦନ୍ତି ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ପ୍ରଥମ ଥର ଲାଗି ଐତିହାସିକ ଲର୍ଡସ କ୍ରିକେଟ୍ ପଡ଼ିଆରେ ଘଣ୍ଟି ବଜାଇଥିଲେ…

୫୨ ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର

କ୍ରିକେଟ୍ ଦୁନିଆରେ ୨୪ ବର୍ଷ ପର୍ଯ୍ୟନ୍ତ ନିଜ ପତିଆରା ବିସ୍ତାର କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଜନ୍ମ ଦିନ । ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ରଖିଥିବା ସଚିନ୍ ୪୦ ବର୍ଷର ହେବା ପରେ ହିଁ ନିଜ…

ଚାମ୍ପିଅନ୍ସ ହେବା ପରେ ଇଣ୍ଡିଆ ମାଷ୍ଟର୍ସ ଉପରେ ଟଙ୍କା ବର୍ଷା, ଏହି ଖେଳାଳି ହେଲେ ମାଲେମାଲ୍

ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଫାଇନାଲରେ ଇଣ୍ଡିଆ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । ଫାଇନାଲରେ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି, ୯୫ ରନ୍ କଲେ ରଚିବେ ଇତିହାସ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ୯ ମାର୍ଚ୍ଚରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିବେ । ଟିମ୍ ଇଣ୍ଡିଆ ଗ୍ରୁପ ଷ୍ଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଥିଲା । ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ମାତ୍ ଦେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଅଟୋଗ୍ରାଫ ଥିବା ଟେଷ୍ଟ ଜର୍ସି ଦେଲେ ଉପହାର

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର କ୍ରିକେଟର ତଥା ମାଷ୍ଟରବ୍ଲାଷ୍ଟ ସଚିନ ତେନ୍ଦୁଲକର ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ସମୟରେ ସଚିନ ତେନ୍ଦୁଲକର ଦ୍ରୌପଦୀ ମୁର୍ମୁଙ୍କୁ ଟେଷ୍ଟ ଜର୍ସି ଉପହାର ଦେଇଥିଲେ । ସଚିନ ତେନ୍ଦୁଲକର ଓ…

ବିସିସିଆଇ ନମନ ଆୱାର୍ଡ ୨୦୨୫: ସଚିନ ତେନ୍ଦୁଲକରଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ, ବୁମରା ଏବଂ ମନ୍ଧାନାଙ୍କୁ…

ବିସିସିଆଇ ତରଫରୁ ନମନ ଆୱାର୍ଡ ଘୋଷଣା କରାଯାଇଛି । ଘରୋଇ କ୍ରିକେଟରେ ହ୍ବାଇଟ ବଲ୍ ଟୁର୍ଣ୍ଣାମେଣ୍ଟ ଏବଂ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିଲେ, ସେମାନଙ୍କୁ ପୁରସ୍କୃତ କରାଯାଇଛି । ବିସିସିଆଇ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଏହି ଆୱାର୍ଡ ପ୍ରଦାନ କରିଛି । ସଚିନ ତେନ୍ଦୁଲକରଙ୍କୁ…

ସଚିନ ତେନ୍ଦୁଲକରଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରିପାରେ ବିସିସିଆଇ

କ୍ରିକେଟ କିମ୍ବଦନ୍ତୀଙ୍କୁ ମିଳିବ ବଡ଼ ସମ୍ମାନ  । ସଚିନ ତେନ୍ଦୁଲକରଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ କରିପାରେ ବିସିସିଆଇ । ମୁମ୍ବାଇରେ ବିସିସିଆଇ ଏହାର ବାର୍ଷିକ କାର୍ଯ୍ୟକ୍ରମରେ ସଚିନଙ୍କୁ ସମ୍ମାନିତ କରିବ ବୋଲି ଜଣାପଡିଛି । ରନ୍ ମେସିନ ଭାବେ ପରିଚିତ ସଚିନ ତେନ୍ଦୁଲକର…