ଇଂଲଣ୍ଡର ଏହି ମହିଳା ଖେଳାଳିଙ୍କ ସହିତ ଲଣ୍ଡନ ବୁଲୁଛନ୍ତି ଅର୍ଜୁନ ତେନ୍ଦୁଲକର, ଫଟୋ ଭାଇରଲ
ଟିମ୍ ଇଣ୍ଡିଆ ଏବେ ଇଲଂଣ୍ଡ ଗସ୍ତରେ ରହିଛି। ଏଠାରେ ଟିମ୍ ଟେଷ୍ଟ୍, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ସେ ଆଉ କିଏ ନୁହନ୍ତି ବରଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ।
କିଛି ଦିନ ପୂର୍ବରୁ…