Browsing Tag

sad story

କରୋନା ବାପାକୁ ଛଡାଇ ନେଲା, ୪ ଦିନ ପରେ ମାଆର ମୃତ୍ୟୁ, ଗରିବ ଝିଅ PPE କିଟ ପିନ୍ଧି ଏକୁଟିଆ ମାଆର ମୃତଦେହକୁ ପୋତିଲା

କରୋନା ଭାଇରସ ଯୋଗୁ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଗଲାଣି। ଲୋକେ ଅତି ମୁସ୍କିଲ ପରିସ୍ଥିତିରେ ନିଜ ଲୋକଙ୍କର ଅନ୍ତିମ ସଂସ୍କାର କରୁଛନ୍ତି। ଏବେ ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ। କୁହାଯାଉଛି, ଏହି ଫଟୋ ବିହାରର…

ଅନର୍ଗଳ ଇଂଲିଶ କହୁଥିବା ଏହି ଆଫ୍ରିକୀୟ ଶୁଆ ଗାଏବ, ଖୋଜି ଆଣିଲେ ମିଳିବ ୫ ହଜାର ଟଙ୍କା

ଉତ୍ତର ପ୍ରଦେଶ ପୋଲିସ ଅଲିଗଡ଼ରେ ଏକ ଆଫ୍ରିକୀୟ ଶୁଆର ସନ୍ଧାନରେ ଲାଗି ପଡ଼ିଛି। ଶୁଆଟି ଗ୍ରେ ରଙ୍ଗର ହୋଇଥିବା ବେଳେ ତା’ ଲାଞ୍ଜ ଲାଲ୍‌ ରଙ୍ଗର। ଶୁଆକୁ ଖୋଜି ଆଣିବା ପାଇଁ ମାଲିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି। ସହରର ଜଣାଶୁଣା ଅର୍ଥପେଡିକ୍‌ ସର୍ଜନ ଡା. ଏସ୍‌.ସି. ଭର୍ସନେ ହେଉଛନ୍ତି…

ନିଜ ବ୍ରେନ୍‌ ସର୍ଜରୀ ପାଇଁ ଲେମ୍ବୁ ପାଣି ବିକି ପଇସା ଜମା କରୁଛନ୍ତି ୭ ବର୍ଷର ଏହି ବାଳିକା, ପରିବାର ବୋଝ କମ୍‌…

କୁହାଯାଏ, ସମସ୍ୟା କେବେ କାହାକୁ ଜଣାଇ ଆସେ ନାହିଁ। ଏହା କୌଣସି ବି ସମୟରେ ହଠାତ୍‌ କଳା ବାଦଲ ଭଳି ମାଡ଼ି ଆସିଥାଏ। କିଛି ଲୋକ ଅଛନ୍ତି, ଯେଉଁମାନେ ଏହି ସମସ୍ୟା ଆଗରେ ହାର୍‌ ମାନି ନିଅନ୍ତି, ହେଲେ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ନିର୍ଭୟରେ ଏହାକୁ ସାମ୍ନା କରିବାକୁ ଦମ୍ଭ…

୮୦ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖି ବୃଦ୍ଧଙ୍କର ବଢ଼ିଗଲା ବ୍ଲଡ୍‌ ପ୍ରେସର, ହସ୍ପିଟାଲରେ କରାଇବାକୁ ପଡ଼ିଲା…

ମହାରାଷ୍ଟ୍ରର ନାଲାସୋପାରା ଅଞ୍ଚଳରେ ଜଣେ ବୃଦ୍ଧଙ୍କ ପାଖକୁ ୮୦ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଛି। ଏହି ବିଲ୍‌କୁ ଦେଖିବା ପରେ ୮୦ ବର୍ଷୀୟ ଗଣପତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଛି। ତେବେ ଏହାରି ଭିତରେ…

ମାରାତ୍ମକ କର୍କଟ ରୋଗ ଆଗରେ ଜିତିଲା ମୋନାଲିସାଙ୍କ ଆତ୍ମବିଶ୍ବାସ, ମାଟ୍ରିକ ପରୀକ୍ଷାରେ ୮୦% ନମ୍ବର ରଖି ହୋଇଛନ୍ତି…

ଜଳେଶ୍ବର: ଦୃଢ ଇଚ୍ଛା ଶକ୍ତି ଏବଂ ଅଦମ୍ଯ ଆତ୍ମବିଶ୍ବାସ ଆଗରେ ହାର ମାନିଥାଏ ସବୁ ପ୍ରତିବନ୍ଧକ । କ୍ଯାନସର ରୋଗରେ ପିଡୀତ ହୋଇ ମଧ୍ଯ ଅସହ୍ଯ କଷ୍ଟ ଯନ୍ତ୍ରଣାକୁ ପଛରେ ପକାଇ ମାଟ୍ରିକ ପରୀକ୍ଷା ଦେବା ପରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସଦର ବ୍ଲକ…

ଲକ୍ ଡାଉନ୍ ଦେଲା ଏତେ ବଡ ଦୁଃଖ: ୩ ପୁଅ ଥାଇବି ବାପାକୁ ଦେଇପାରିଲେ ନାହିଁ ମୁଖାଗ୍ନି

ଚାନ୍ଦବାଲି: ସବୁ ବାପା ମାଙ୍କ ଇଚ୍ଛା ମୁଖାଗ୍ନି ମୋ ପୁଅ ଦେଉ । ହେଲେ ବିଧିର ବିଧାନ କେ କରିବ ଆନ । ଯଦି ସମସ୍ତଙ୍କର ସବୁ ଇଚ୍ଛା ପୂରଣ ହୋଇଯାନ୍ତା ତେବେ ଭଗବାନଙ୍କୁ ଡାକିବାର କିଛି କାରଣ ହିଁ ନଥାନ୍ତା । ବର୍ତ୍ତମାନ ସାରା ବିଶ୍ବରେ ବିପତ୍ତି ପଡିଛି । ମହାମାରୀ କବଳରେ ଏବେ ବିଶ୍ବବାସୀ ।…

୧୫ବର୍ଷରୁ ଅଧିକ ସମୟ ଧରି ବାପା-ମା’ଙ୍କୁ ବନ୍ଦୀ କରି ରଖିଛି ପୁଅ, କାରଣ ଜାଣିଲେ ହୋଇଯିବେ ଭାବପ୍ରବଣ

ସୁନ୍ଦରଗଡ: ପିଲା ଛୋଟବେଳେ ଦୁଷ୍ଟ ହେଲେ ବାପା ମା ବେଳେବେଳେ ଆକଟ କରିବା ପାଇଁ ତା ଗୋଡକୁ ଖଟ ବା ଚେୟାରରେ ବାନ୍ଧି ଦେଇଥାନ୍ତି । ଯେପରି ଛୁଆଟି ଡରରେ ଦୁଷ୍ଟାମୀ ନ କରିବ । ହେଲେ ଆଜି ଏମିତି ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ପୁଅ ତା ବାପା ମାଙ୍କୁ ବାନ୍ଧି ଘରେ ତାଲା ପକାଇ ପ୍ରତିଦିନ…