Browsing Tag

sadak-2

‘ସଡ଼କ ୨’ ପରେ ଏବେ ‘କୁଲି ନମ୍ବର ୧’ର ପାଳି! ଟ୍ରେଲର ଆସିବା ପୂର୍ବରୁ ହିଁ ଡିସ୍‌ଲାଇକ୍‌ କରିବାକୁ ଚାହିଁବସିଛନ୍ତି ଲୋକ

ନିକଟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଲୋକମାନେ ଟ୍ଵିଟରରେ ନିଜ କ୍ରୋଧ ବ୍ୟକ୍ତ କରି ଭିଡିଓକୁ ଡିସ୍‌ଲାଇକ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏମିତି ଲାଗୁଛି ଏହି ଧାରା ଏଠାରେ ଶେଷ ହେବ ନାହିଁ। କାରଣ ଲୋକମାନେ ଏବେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ…

ଚିକିତ୍ସା ପାଇଁ ଯିବା ପୂର୍ବରୁ ‘ସଡ଼କ ୨’ର ସବୁ କାମ ସାରିବେ ସଞ୍ଜୟ ଦତ୍ତ

ଅଭିନେତା ସଞ୍ଜୟ ଦତ୍ତ ଏବେ କ୍ୟାନ୍‌ସର ସହ ଲଢ଼ୁଛନ୍ତି। ସେ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା କିଛି ଦିନ ହେଲା ଜଣାପଡ଼ିଛି। ତେବେ ଚିକିତ୍ସା ପୂର୍ବରୁ ଯିବା ପୂର୍ବରୁ ସେ ନିଜ ଆଗାମୀ ଫିଲ୍ମ ‘ସଡ଼କ ୨’ର ଡବିଂ କାମ ସାରିବାକୁ ଚାହୁଁଛନ୍ତି। ତାଙ୍କର ଜଣେ ନିକଟତମ ବନ୍ଧୁ ଏହି ସୂଚନା ଦେବା…

ସୁଶାନ୍ତଙ୍କ ମୃତ୍ୟୁର ବଦ୍‌ଲା ନେଲେ ଫ୍ୟାନ୍‌, ରିଲିଜ୍‌ ହେଉ ହେଉ ‘ସଡ଼କ ୨’ର ଟ୍ରେଲରକୁ ମିଳିଲା ୧୫ ଲକ୍ଷ ଡିସ୍‌ଲାଇକ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ଭଟ୍ଟ। ଏହି ଟ୍ରେଲର ରିଲିଜ୍‌ ହେବା ପରେ ଲୋକମାନେ ଆଲିଆଙ୍କୁ ପୁଣିଥରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏଥିସହ ମହେଶ ଭଟ୍ଟଙ୍କ ଉପରେ ମଧ୍ୟ…

ଆସୁଛି ସଡ଼କ-୨, ପୁଣି ପରଦା ଉପରେ ରୋମାନ୍ସ କରିବେ ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ

ମୁମ୍ବାଇ : ଏବେ ବଲିଉଡ଼ରେ ଚାଲିଛି ସକ୍ବେଲର ଋତୁ। ଗୋଟିଏ ଫିଲ୍ମର ଅନେକ ସଂସ୍କରଣ ଦେଖିବାକୁ ମିଳୁଛି। ତେବେ ଏବେ ୨୭ବର୍ଷ ପରେ ଏକାଠି ଫେରିବେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ। ଏନେଇ ଆଜି ରିଲିଜ୍‌ ହୋଇଛି ମହେଶ ଭଟ୍ଟଙ୍କ ଫିଲ୍ମ ସଡକ-୨ର ଟିଜର। ଆସନ୍ତୁ ଜାଣିବା କିଏ ନଜର ଆସୁଛନ୍ତି ପୂଜା ଭଟ୍ଟ…