Browsing Tag

sahara india

ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ। ମୁମ୍ବାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।  ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବ। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।…

ସରକାର ଦେଲେ ସୂଚନା, ଏହି ତାରିଖରେ ସାହାରା ନିବେଶକଙ୍କ ଆକାଉଣ୍ଟକୁ ଆସିବ ଦ୍ୱିତୀୟ କିସ୍ତି

ସାହାରା ନିବେଶକଙ୍କ ପାଇଁ ଆସିଲା ବଡ ଖୁସି ଖବର । ସରକାର ଆକାଉଣ୍ଟକୁ ପଠାଇବେ ବାକି ଟଙ୍କା । ଯଦି ଆପଣ ବି ଏଥିରେ ବିନିଯୋଗ କରିଥାନ୍ତି ତେବେ ଏହି ଖବର ସମ୍ପର୍କରେ ଏବେଠୁ ଜାଣି ନିଅନ୍ତୁ , ରହିବେ ଏକଦମ ଫାଇଦାରେ । ସାହାରା ଇଣ୍ଡିଆର ସମସ୍ତ ଜମାକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।…

ସାଇତି ରଖନ୍ତୁ ଏହି ଡକ୍ୟୁମେଣ୍ଟ; ଯଦି ନଥିବ ହାତରୁ ପଳେଇବ ସାହାରା ଟଙ୍କା

ସାହାରା ଗ୍ରୁପର ସମବାୟ ସମିତିରେ ଫସି ରହିଥିବା ୧୦ କୋଟି ଲୋକଙ୍କ ଟଙ୍କା ଫେରସ୍ତ ଆଶା ଅଛି । ଜୁଲାଇ ୧୮ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା କରାଯାଇଥିବା ଏକ ଘୋଷଣା ସାହାରା ସମବାୟ ସମିତିର ନିବେଶକମାନଙ୍କ ପାଇଁ ଖୁସି ଖବର ଆଣିଦେଇଛି । ବାସ୍ତବରେ, ଯେଉଁମାନଙ୍କର ଟଙ୍କା ଏଥିରେ…

ସାହାରା ଇଣ୍ଡିଆରେ ଆପଣଙ୍କର ବି ଟଙ୍କା ଫସିଛି କି? ଏହି ନମ୍ବରରେ କଲ୍‌ କରନ୍ତୁ, ହେଲ୍ପଲାଇନ୍‌ ନମ୍ବର ଜାରି କଲେ ସରକାର

ଯଦି ଆପଣଙ୍କ ଟଙ୍କା ବି ସାହାରା ଇଣ୍ଡିଆରେ ଫସି ରହିଛି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ସାହାରା ଇଣ୍ଡିଆରେ ରିଫଣ୍ଡ୍‌କୁ ନେଇ ସରକାର ଆକ୍ସନ୍‌ ମୋଡ୍‌ରେ। ଯେଉଁମାନଙ୍କ ପଇସା ସାହାରା ଇଣ୍ଡିଆରେ ଫସିଛି, ତାଙ୍କ ପାଇଁ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ଜାରି…

ସାହାରା ଗ୍ରୁପ୍‌କୁ ବଡ଼ ଝଟ୍‌କା! ପୁଣି ୩ଟି କମ୍ପାନୀକୁ ବ୍ୟାନ୍‌ କଲେ ସରକାର, ଏବେ ଆଉ ଟଙ୍କା ଜମା କରିପାରିବେନି ଲୋକେ

ସରକାରଙ୍କ ପକ୍ଷରୁ ସାହାରା ଗ୍ରୁପର ତିନିଟି କମ୍ପାନୀରେ ଲୋକଙ୍କ ଟଙ୍କା ଜମା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ସରକାର କହିଛନ୍ତି, ସାହାରା ସମୂହର ୩ ଫର୍ମୋ- ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରା ୟୁନିଭର୍ସାଲ ମଲ୍ଟିପର୍ପଜ ସୋସାଇଟି ଲିମିଟେଡ୍‌ ଓ…

ସୁବ୍ରତ ରାୟଙ୍କ ଚିନ୍ତା ବଢ଼ାଇଲା ସେବି, ୬୨,୦୦୦ କୋଟି ଟଙ୍କା ଜମା ନ କଲେ ପୁଣି ଜେଲ୍‌

କମିବାର ନାଁ ଧରୁନି ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କ ଦୁଃଖ। ତୁରନ୍ତ ୬୨,୬୦୨.୯୦ କୋଟି ଟଙ୍କା ଜମା ନ କଲେ ତାଙ୍କ ପାରୋଲ ରଦ୍ଦ ହୋଇପାରେ ଓ ପୁଣିଥରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିପାରେ। ଶୀଘ୍ର ଟଙ୍କା ଜମା କରିବାକୁ ସୁବ୍ରତଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଭାରତୀୟ ପ୍ରତିଭୂତି ଓ…