ବିକାଶର ନାରା ଏଠି ପ୍ରହସନ ପାଲଟିଛି: କେବେ ନୂଆ ରୂପରେ ଗଢି ଉଠିବ ଏହି ସହୀଦ ପୀଠ
ବାସୁଦେବପୁର: ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତ ତୀର୍ଥ ଇରମର ସେହି ୨ୟ ଜାଲିୱାନାବାଗ ହତ୍ୟାକାଣ୍ଡର ଐତିହାସିକ ପୀଠ । ଯେଉଁଠି ଭାରତ ଛାଡ ଆନ୍ଦୋଳନରେ ମାହାତ୍ମାଗାନ୍ଧୀଙ୍କ ଡାକରାରେ ଏକତ୍ରୀତ ହୋଇଥିଲେ ଅନେକ ସଂଗ୍ରାମୀ ।
ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ୱର ମାସ…