Browsing Tag

sahid manoj behera

ଚାହୁଁ ଚାହୁଁ ପୁଲୱାମା ଆକ୍ରମଣକୁ ପୂରିଲା ବର୍ଷେ, ପାଳିତ ହେଲା ସହିଦ ମନୋଜ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନିଆଳି: ପୁଲୱାମା ଆକ୍ରମଣକୁ ଚାହୁଁ ଚାହୁଁ ବର୍ଷେ ପୂରଣ ହୋଇଗଲା। ଓଡିଶାର କଟକ ଜିଲ୍ଲା ନିଆଳି ଥାନା ରତନପୁର ବୀର ଯବାନ ମନୋଜ ବେହେରା ଯିଏ ଏହି ଆକ୍ରମଣରେ ସହିଦ ହୋଇଥିଲେ । ଆଜି ସହିଦ ମନୋଜ ବେହେରାଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହାସହ ସହିଦ୍ ମନୋଜ…