Browsing Tag

sahid nagar

ଓପିଟିସିଏଲ ଟେକ ଟାୱାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କୋଠାରେ ବ୍ୟବହାର ହୋଇଛି ଅତ୍ୟାଧୁନିକ ଟେକ୍ନୋଲୋଜି

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ସହିଦନଗରରେ ଓପିଟିସିଏଲ ଟେକ ଟାୱାର ଉଦ୍ ଘାଟିତ। ୫୫କୋଟି ଟଙ୍କାରେ ନିର୍ମିତ ଏହି ବହୁତଳ କୋଠାକୁ ଉଦ୍ ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କୋଠା ଓପିଟିସିଏଲର କର୍ପୋରେଟ ଅଫିସ ଭାବେ କାର୍ଯ୍ୟ କରିବ। ଅତ୍ୟାଧୁନିକ ଆର୍କିଟେକ୍ ଚର ଓ…

ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ, ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ ଓ ASO ଚାକିରି ଦେବାକୁ କହି ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମାଧବ ଚନ୍ଦ୍ର ସେଠୀକୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଏକାଧିକ ଲୋକଙ୍କ ଠାରୁ ଏହି ଟଙ୍କା…

ଭୁବନେଶ୍ବର: ସହିଦ ନଗର ଭୋଇ ନଗର ବସ୍ତିରେ ସାମାନ୍ୟ କଥାକୁ ନେଇ ମହାଭାରତ, ପଡୋଶୀ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨…

ଭୁବନେଶ୍ବର(କେନ୍ୟୁଜ୍):ସାମନ୍ୟ ବଚସାରୁ ମହାଭାରତ। ପଡୋଶୀ ପଡୋଶୀ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଗୁରୁତର। ଜଣଙ୍କୁ ଅବସ୍ଥା  ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି।  ମିଳିଥିବା ସୂଚନା ଅନୁସାରେ ସହିଦ୍ ନଗର ଥାନା ଅଧୀନସ୍ଥ ଭୋଇ ନଗର ବସ୍ତିରେ ଉଭୟ…

ମାଙ୍କୁ ବିଦାୟ ପାଇଁ  ଲୋକାରଣ୍ୟ ସହିଦନଗର ଅଞ୍ଚଳ, ଡିଜେ ଓ ଢୋଲକିର ତାଳେ ତାଳେ ଝୁମିଲେ ଶ୍ରଦ୍ଧାଳୁ  

ଭୁବନେଶ୍ବର(କେନ୍ୟୁଜ୍):  ସହିଦ ନଗରରେ ଗୋଟିକ ପରେ ଗୋଟିଏ ମେଢ ପୂଜାମଣ୍ଡପ ଠାରେ ଏକତ୍ରୀତ ହେବାରେ ଲାଗିଲାଣି। ଏହିଠାରୁ ସିଧା କଟକର ଦେବୀଗୋଡା ଓ ଅନ୍ୟାନ ନଦୀକୁ ଯିବ। ସୁସଜ୍ଜତି ମେଢକୁ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଯେହେତୁ ମାଙ୍କୁ ଦେଖିବାକୁ ପାଇଁ ପୁଣି ଗୋଟେ ବର୍ଷ…

ରାତି ଅଧରେ ରଣକ୍ଷେତ୍ର ପାଲଟିଲା ସହିଦନଗର ଥାନା, ପୋଲିସକୁ ଆକ୍ରମଣ ଓ ଭଙ୍ଗାରୁଜା

ଭୁବନେଶ୍ୱର : ରାତି ଅଧରେ ସହିଦନଗର ଥାନା ଭିତରେ ଲଙ୍କାକାଣ୍ଡ। ଆସବାବପତ୍ର ଓ କାଗଜପତ୍ର ଏଣେତେଣେ ଫିଙ୍ଗା ଫୋପଡ଼ା କରିବା ସହ କମ୍ପ୍ୟୁଟର ଭାଙ୍ଗିଥିଲେ। ଛାଡ଼ି ନଥିଲେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ। ମାଡ଼ ମାରି ଲହୁଲୁହାଣ କରିଥିଲେ କିଛି ଯୁବକ । ଅଧଘଣ୍ଟା କାଳ ଥାନା ଭିତରେ ଚାଲିଥିଲା…