Browsing Tag

sahijata

ଶ୍ରୀକ୍ଷେତ୍ର ସାହିଯାତରେ ଆଦ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ, ଜାଣନ୍ତୁ ପୁରୀର ନିଆରା ପରମ୍ପରା ସାହିଯାତ ବିଷୟରେ

ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆରମ୍ଭ, ପୁଣି ଶେଷ। ସେ ଏକ ବିରାଟ ବିସ୍ମୟ ପୁଣି ମହାନନ୍ଦର ଶେଷବିନ୍ଦୁ, ମହାଶୂନ୍ୟରେ ସେ ମହାପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ, ସତ୍‌ ଚିତ୍‌ ଆନନ୍ଦର ଏକଭୂତ ରୂପ। ଏ ବ୍ରହ୍ମଙ୍କୁ ଯେ ଧାରଣ କରେ ସେ ପବିତ୍ର ଓ ଭାଗ୍ୟବାନ। ସେ ସାମାନ୍ୟ ନିମଦାରୁ ହୁଅନ୍ତୁ ଅଥବା ଆପଣ…