SAIL ମ୍ୟାନେଜର ପଦବୀ ଖାଲି, ଦରମା ୨ ଲକ୍ଷରୁ ଅଧିକ
ସେଲ୍(SAIL) ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ମ୍ୟାନେଜର ପଦବୀରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆପ୍ଲିକେସନ ଲିଙ୍କ ଆକ୍ଟିଭ ହେବା ପରେ ଫର୍ମ ପୂରଣ କରନ୍ତୁ । ଏଥିପାଇଁ କେବଳ ନୋଟିଫିକେସନ ପ୍ରକାଶ…