SAIL ରେ ଖାଲିପଡିଛି ଡକ୍ଟର ପଦବୀ, ଓ୍ଵାକ୍-ଇନ-ଇଣ୍ଟରଭ୍ୟୁରେ ହେବ ଚୟନ
ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (SAIL) ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ସେଲ୍ କନସଲଟାଣ୍ଟ ପାଇଁ ୧୯ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଦୁର୍ଗାପୁର ପାଇଁ ହେବ । ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏହି ଭର୍ତ୍ତି…