Browsing Tag

saira banu

ଦିଲ୍ଲୀପ କୁମାରଙ୍କ ନିଧନ ପରେ ନିରବୀ ଯାଇଛନ୍ତି ସାଏରା, କାହା ଫୋନ୍‌ ଉଠାଉନାହାନ୍ତି କି ଦେଖା ବି କରୁନାହାନ୍ତି

ବଲିଉଡ୍‌ର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ନିଧନ ପରେ ଏବେ ଖବର ଆସୁଛି ଯେ ତାଙ୍କ ପତ୍ନୀ ସାଏରା ବାନୋ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି ନେଇଛନ୍ତି। ସେ କାହା ସହ କଥା ହେଉ ନାହାନ୍ତି କି କାହାକୁ ନିଜ ସହ ଭେଟିବାକୁ ଦେଉ ନାହାନ୍ତି। ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ଭେଟିବାକୁ…

ଆଇସିୟୁରେ ସାଇରା ବାନୁ, ନିଶ୍ବାସ ନେବା କଷ୍ଟକର ହେଉଛି

ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତା ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ ଗତକିଛିଦିନ ହେଲାଣି ଅସୁସ୍ଥ ହୋଇ ହିନ୍ଦୁଜା ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ବ୍ଲଡପ୍ରେସର ଏବଂ ସୁଗାଲ ଲେବଲ ବଢିବା ଯୋଗୁଁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ…

ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର, ପତ୍ନୀ ସାଏରା ବାନୁ ଦେଲେ ସୂଚନା

ମେଡିକାଲରେ ଆଡ଼ମିଟ ହୋଇଛନ୍ତି ବଲିଉଡର ସୁପରଷ୍ଟାର ଦିଲ୍ଲୀପ କୁମାର। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଏରା ବାନୁ। ତେବେ ଦିଲ୍ଲୀପ କୁମାର ରେଗୁଲାର ଚେକଅପ ପାଇଁ ଆଡମିଟ ହୋଇଥିବା କହିଛନ୍ତି ସାଏରା। ରବିବାର ହିଁ ତାଙ୍କୁ ଡିସଚାର୍ଜ କରି ଦିଆଯିବ। Actor…

ଟ୍ରାଜେଡ଼ି କିଙ୍ଗଙ୍କ ରିୟଲ ଲାଇଫ୍ ଟ୍ରାଜେଡ଼ି, ପିଏମ୍ ମୋଦିଙ୍କ ସହାୟତା ଲୋଡ଼ିଲେ ସାୟରା ବାନୋ

ମୁମ୍ବାଇ: ବଲିଉଡ଼ ଅଭିନେତା ଦିଲିପ୍ କୁମାରଙ୍କ ବଙ୍ଗଳାକୁ ନେଇ ବିବାଦ ଶେଷ ହେବାର ନାମ ନେଉନି। ଏପରିକି ନିକଟରେ କିଛି ବିଲଡ଼ର ଫ୍ଲାଟରେ ମାଲିକାନା ହକ୍ ଜମାଇଛନ୍ତି, ଯାହା ଉପରେ ଦିଲିପ୍ କୁମାରଙ୍କର ବଙ୍ଗଳା ନିର୍ମିତ ରହିଛି। ଅଭିନେତାଙ୍କ ପତ୍ନୀ ତଥା ପୂର୍ବତନ ବଲିଉଡ଼ ଅଭିନେତ୍ରୀ ଏକଥାକୁ ନେଇ…

ବିବାହ ପରେ ସାୟରା ବାନୋଙ୍କୁ ମିଳିଥିଲା ଧୋକ୍କା : ସନ୍ତାନ ନହେବାରୁ ଏପରି ଦଣ୍ଡ ଦେଇଥିଲେ ଦିଲ୍ଲୀପ କୁମାର

ନିଜର ଦମଦାର ଅଭିନୟ ଏବଂ ଚୁଲବୁଲି ଅନ୍ଦାଜରେ ଦର୍ଶକଙ୍କ ହୃଦୟ ଜିତିଥିବା ସାୟରା ବାନୋଙ୍କ ଆଜି ଜନ୍ମ ଦିନ । ୨୩ ଅଗଷ୍ଟ ୧୯୪୪ରେ ମସୁରୀରେ ଜନ୍ମ ଗ୍ରହଣ କରିଥିଲେ ସାୟରା ବାନୋ । ଯେତେବେଳେ ବି ସାୟରା ବାନୋଙ୍କ କଥା ପଡେ ସେତେବେଳେ ଦିଲ୍ଲୀପ୍ କୁମାରଙ୍କ ସହ ତାଙ୍କ ପ୍ରେମର ଚର୍ଚ୍ଚା ଆପେ ଆପେ…