Browsing Tag

sajid khan

ବିଗ୍‌ ବସ୍‌ର ଝଟକା! ଅବ୍ଦୁ ରୋଜିକ୍‌ଙ୍କ ପରେ ଘରୁ ବିଦାୟ ନେଲେ ଏହି ପ୍ରତିଯୋଗୀ; କାନ୍ଦି କାନ୍ଦି ମାଗିଲେ କ୍ଷମା

ଅବ୍ଦୁ ରୋଜିକ୍ ବିଗ୍ ବସ୍ ୧୬ରୁ ବିଦାୟ ନେବା ପରେ ଏବେ ଶୋ’ର ନିର୍ମାତା ଆଉ ଏକ ଝଟ୍‌କା ଦେଇଛନ୍ତି। ବିଗ୍‌ ବସ୍‌ ଘରୁ ଏବେ ସାଜିଦ ଖାନ ବିଦାୟ ଦେବାକୁ ଯାଉଛନ୍ତି। ଫିନାଲେ ପୂର୍ବରୁ ସାଜିଦ୍ ଖାନ ଶୋ’କୁ ଅଲ୍‌ବିଦା କହିବେ। ଅପ୍‌କମିଂ ଏପିସୋଡରେ ବିଗ୍ ବସ୍ ନିଜେ ସାଜିଦ୍ ଖାନଙ୍କୁ ଏକ ସ୍ପେଶାଲ…

ସାଜିଦ୍‌ ଖାନଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ମରାଠୀ ଅଭିନେତ୍ରୀ; କହିଲେ, ‘ଅଫିସ୍‌ ଡାକି ମୋ ଶରୀରର ଏଠିସେଠି…

‘ବିଗ୍‌ ବସ୍‌ ୧୬’ରେ ନଜର ଆସୁଥିବା ସାଜିଦ ଖାନଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି। ଶର୍ଲିନ୍ ଚୋପ୍ରା, ଅହାନା କୁମାର, ମନ୍ଦାନା କରିମିଙ୍କ ପରେ ଏବେ ମରାଠୀ ଅଭିନେତ୍ରୀ ଜୟଶ୍ରୀ ଗାୟକୱାଡ ସାଜିଦ ଖାନଙ୍କ ଉପରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଏକ…

ଜିୟା ଖାନଙ୍କ ଭଉଣୀ ଖୋଲିଲେ ସାଜିଦ ଖାନଙ୍କ ଗୁମର, ଅଭିନେତ୍ରୀଙ୍କୁ ଟପଲେସ ହେବାକୁ କହିଥିଲେ ଏହି ନିର୍ଦ୍ଦେଶକ

ବଲିଉଡର ଜଣାଶୁଣା ଅଭିନେତ୍ରୀ ଜିୟା ଖାନଙ୍କ ଜୀବନୀ ଉପରେ ନିର୍ମିତ ‘ଡେଥ ଇନ୍ ବଲିଉଡ’ର ପ୍ରଥମ ଏପିସୋଡ ଗତ ସପ୍ତାହରେ ବିବିସିରେ ପ୍ରସାରିତ ହୋଇଥିଲା। ଜିୟା ଖାନଙ୍କ ମ୍‌ତ୍ଯୁ ଆଜି ପର୍ଯ୍ଯନ୍ତ ମଧ୍ୟ ରହସ୍ଯ ଘେରରେ ରହିଛି। ଖବର ମୁତାବକ, ‘ଡେଥ ଇନ ବଲିଉଡ’ର ଦ୍ବିତୀୟ ଏପିସୋଡରେ ବହୁତ ସାରା…

ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣ ମାମଲା ଆଣିଲେ ମଡେଲ, ଫିଲ୍ମରେ ରୋଲ ଦେବାକୁ କହି ୧୭ ବର୍ଷ ବୟସରେ କରିଥିଲେ ଶୋଷଣ

୨୦୧୮ରେ ବଲିଉଡରେ ମି ଠୁ ମୁଭମେଣ୍ଟ ଖୁବ୍‌ ଜୋର ସୋରରେ ଟେଣ୍ଡିଂରେ ଥିଲା। ସେହି ସମୟରେ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଜଣେ ପତ୍ରକାରଙ୍କ ସମେତ ଅନେକ ମଡେଲ ଏବଂ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ କରିଥିଲେ। ଯାହାଫଳରେ ତାଙ୍କୁ ‘ହାଉସଫୁଲ ୪’ ନିର୍ଦ୍ଦେଶନାରୁ ହଟାଇ ଦିଆଗଲା। ସାଜିଦ…

ସାଜିଦ୍ ଖାନଙ୍କ ବଢ଼ିଲା ଚିନ୍ତା , ମି-ଠୁ ପରେ ଏବେ ଆଇଏଫଟିଡ଼ିଏରୁ ହେଲେ ନିଲମ୍ବିତ

ମୁମ୍ବାଇ : ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ପୁଣି ବଡ଼ ଝଟକା। ମି ଠୁ ବିବାଦରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଏବେ ଇଣ୍ଡିୟାନ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନରୁ ନିଲମ୍ବିତ କରାଯାଇଛି। ସାଜିଦଙ୍କୁ ଏନେଇ ଆଇଏଫଟିଡିଏରୁ ନୋଟିସ୍ ଦିଆଯାଇଛି। ସାଜିଦଙ୍କ ବିରୋଧରେ ଥିବା ଅଭିଯୋଗର…

ଗୋଟିଏ କୁକୁର ଥିଲି ମୁଁ , ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲି : ନିଜ ମୁହଁରେ ନିଜ ପାପ ସ୍ବୀକାର କରିଛନ୍ତି ସାଜିଦ୍

ବଲିଉଡର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ଏଯାଏଁ ୪ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିସାରିଛନ୍ତି । ଆଗକୁ ଏହି ତାଲିକା ଲମ୍ବା ମଧ୍ୟ ହୋଇପାରେ । ତେବେ ସାଜିଦ୍ ପ୍ରଥମ ଷ୍ଟାର୍ ନୁହଁନ୍ତି ଯାହାଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଅନେକ ଚେହେରା ଏମିତି ଅଛି ଯାହାଙ୍କ…