ଅଧା ରହିଗଲା ମାନସିକ କେଶଦାନ: ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍ ନିକଟରେ ବୋଲେରୋ ଦୁର୍ଘଟଣାଗସ୍ତ; ୨ ମୃତ, ୧୨ ଆହତ
ପିପିଲି: ଅଧା ରହିଲା ମାନସିକ କେଶଦାନ । ଦୁର୍ଘଟଣାରେ ଚାଲିଗଲା ଜୀବନ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି । ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍ରେ ବୋଲେରୋ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି ।
ମୃତକଙ୍କ…