Browsing Tag

sakshi dhoni birthday

ଧୁମ୍‌ଧାମ୍‌ରେ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ପାଳନ କଲେ ଏମ୍‌ଏସ୍‌ ଧୋନି, ଦେଖନ୍ତୁ ଭିଡିଓ

ଭାରତର ସବୁଠୁ ସଫଳ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଶୁକ୍ରବାର ଦିନ ୩୩ ତମ ଜନ୍ମଦିନ ପାଳନ କରିଛନ୍ତି। ଧୋନି ଏବେ ପରିବାର ସହ ରାଞ୍ଚିରେ ଅଛନ୍ତି। ଏଣୁ ଏଥରକ ସେମାନେ ଘରେ ହିଁ ସାକ୍ଷୀଙ୍କ ଜନ୍ମଦିନ ପାଳନ କରିଛନ୍ତି। ସାକ୍ଷୀଙ୍କ ଜନ୍ମଦିନର ଭିଡିଓ ଏବେ ସୋସିଆଲ…