Browsing Tag

sakshi maharaj

୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ: ସାକ୍ଷୀ ମହାରାଜ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଥିବା ବେଳେ ଆଜି ଏହି ମାମଲାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ସେହି ସ୍ଥାନରେ ହିଁ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିଶ୍ଚୟ ନିର୍ମାଣ ହେବ, ଆଉ ୨୦୧୯ରେ ହିଁ ନିର୍ମାଣ…