Browsing Tag

sal wood seized

କରଞ୍ଜିଆ: ଠାକୁରମୁଣ୍ଡା ବରିଂ ରିଜର୍ଭ ଫରେଷ୍ଟଭ ଜଙ୍ଗଲ ନିକଟରେ ବନ ବିଭାଗର ଚଢଉ, ବିପୁଳ ପରିମାଣର ମୂଲ୍ୟବାନ ଶାଳ କାଠ…

କରଞ୍ଜିଆ(କେନ୍ୟୁଜ୍):  ଠାକୁରମୁଣ୍ଡା ବରିଂ ରିଜର୍ଭ ଫରେଷ୍ଟଭ ଜଙ୍ଗଲ ନିକଟରେ ଚଢଉ। ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀଙ୍କ ନେତ୍‌ତ୍ବରେ ଏହି ଚଢ଼ାଉ କରି ବ୍ୟାପକ ପରିମାଣର ମୂଲ୍ୟବାନ ଶାଳ କାଠ ଜବତ ହେଇଛି । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ…

ମୋହନା: ବିପୁଳ ପରିମାଣର ପିଆଶାଳ କାଠ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ନିକଟସ୍ଥ ଜାମଢିଅ -ରୁଆଆମ୍ବ ରାସ୍ତାରେ ଗତକାଲି ସଂନ୍ଧ୍ୟା ୪.୪୫ମିନଟରେ ଏକ ଯାତ୍ରୀ ବାହୀ ଅଟୋରୁ ବିପୁଳ ପରିମାଣର ବହୁମୁଲ୍ୟବାନ ପିଆଶାଳ କାଠ ଜବତ କରିଛି ବନ ବିଭାଗ । ଉକ୍ତ ଅଟୋ ନଂ AP30Y6792 ଟି ଖାରିଗୁମ୍ମା ଅଞ୍ଚଳରୁ…