ଶରୀର ପାଇଁ କ୍ଷତିକାରକ ହୋଇପାରେ ଅଧିକ ସାଲାଡ ସେବନ, ଜାଣନ୍ତୁ କେଉଁ ସମୟରେ ସାଲାଡ ଖାଇବା ଶରୀର ପାଇଁ ଉପକାରୀ
ସୁସ୍ଥ ଶରୀର ପାଇଁ ଯେତିକି ପୁଷ୍ଟିକର ଆହାର ଦରକାର ସେତିକି ପରିମାଣର ସାଲାଡ ମଧ୍ୟ ଖାଇବା ଉଚିତ। କିନ୍ତୁ ଅଧିକାଂଶ ସମୟରେ ଲୋକ ଭୁଲ ଉପାୟରେ ସାଲାଡ ସେବନ କରିବା ସ୍ବାସ୍ଥ୍ଯ ପ୍ରତି ହାନିକାରକ ହୋଇପାରେ। ଭୋଜନ ସମୟରେ ସାଲାଡ୍ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାଲାଡ୍ ଖାଇବା ଦ୍ବାରା…