Browsing Tag

salepur news

ଭଳିକି ଭଳି ରଙ୍ଗର ବ୍ୟାଗ୍ ସବୁକୁ ନିଜ ହାତରେ ତିଆରି କରୁଛନ୍ତି ମହିଳା

ସାଲେପୁର (କେନ୍ୟୁଜ) :  ଭଳିକି ଭଳି ରଙ୍ଗର ବ୍ୟାଗ୍ ସବୁକୁ ନିଜ ହାତରେ ତିଆରି କରୁଛନ୍ତି ମହିଳା । ଭ୍ୟାନିଟୀ ବ୍ୟାଗ୍, ଟିଫିନ୍ ବ୍ୟାଗ୍, ସପିଙ୍ଗ ବ୍ୟାଗ୍ ଭଳି ଅନେକ ବ୍ୟାଗ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତିର ଏହି ମାଆମାନେ । ଝୋଟ କପଡା, ଅଠା, ବିଭିନ୍ନ୍ ରଙ୍ଗ ବେରଙ୍ଗ କପଡା, ଭେଲଭେଟ…

ନିଜର କେହି ନହେଲେ ବି ଆଜି ଛାୟାମାଆଙ୍କୁ ଝୁରୁଛି ଗାଁ, ଲୋକଙ୍କ ପାଇଁ ଥିଲେ ମଣିଷ ରୂପରେ ଭଗବାନ

ସାଲେପୁର (କେନ୍ୟୁଜ) : ଜଣେ ଥିଲେ ଅଜଣା। କଣ ନାଁ ତାଙ୍କର କେଉଁଠୁ ଆସିଲେ କିଛି ଜଣାନଥିଲା। ଅନେକ ବର୍ଷ ଧରି ଏକ ଅଞ୍ଚଳରେ ରହିଲେ। ଭିକ୍ଷା କଲେ ଆଉ ସେଥିରେ ଚଳିଲେ। ଆଉ ଭିକ୍ଷାରୁ ଯାହା ବଳିଲା ମନ୍ଦିରକୁ ଦାନ କଲେ। ନା ତାଙ୍କର ଘର ଥିଲା ନା ଥିଲା ସଂସାର। ସେ କେଉଁ ଆଡୁ ଆସିଥିଲେ କେହି ଜାଣି…

ସାଲେପୁରର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ

 ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତ୍ରିରେ ସାଲେପୁର ମୁଖ୍ୟ ବଜାରରେ ଥିବା ପରିବା ଦୋକାନରେ ଅଗ୍ନିକାଣ୍ଡ । ଖବର ମୁତାବକ ଗତକାଲି  ରାତି ପାଖାପାଖି ୧୧ଟା ସମୟ ରେ ଦୋକାନୀମାନେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଥିଲେ। ଯାହାଫଳରେ ସଙ୍ଗେସଙ୍ଗେ ଆସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।…

ରେଡ଼ିଓ ମ୍ୟାନ୍ କାଳିପ୍ରସାଦ, ଯାହାଙ୍କ ପାଖରେ ରହିଛି ବିଭିନ୍ନ କମ୍ପାନୀର ୩୦୦ ରୁ ଉର୍ଦ୍ଦ୍ବ ରେଡ଼ିଓ

ସାଲେପୁର(କେନ୍ଯୁଜ୍): ଆଧୁନିକତା ଭିତରେ ହଜିଯାଇଛି ପୂର୍ବରୁ ବ୍ଯବହାର କରୁଥିବା କିଛି ଜିନିଷ । ନୂଆ ଜିନିଷ ସାମ୍ନାରେ ପୁରୁଣା ଜିନିଷର ଗୁରୁତ୍ୱ  କମିଗଲାଣି। ତଥାପି ଏମିତି କିଛି ପୁରୁଣା ଜିନିଷ ରହିଛି ଯାହା ପାଇଁ ଦିନେ ବ୍ୟଗ୍ର ହୋଇଉଠୁଥିଲା ମନ। ଆଉ ସଭିଏଁ ଖୋଜି ବୁଲୁଥିଲେ ସେହି…

ସ୍ବାବଲମ୍ବୀ ବୀଣାପାଣି, ଆଜିକୁ ୧୦ ବର୍ଷ ହେବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କରି କରିଚାଲିଛନ୍ତି ରୋଜଗାର

ସାଲେପୁର: ମହିଳାଙ୍କୁ ଆଉ ଅବଳା କି ଦୁର୍ବଳା ଭାବିବା ଉଚିତ ନୁହେଁ।  ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଆଜି ସେମାନେ ପ୍ରତି କ୍ଷେତ୍ରରେ ସ୍ବାବଲମ୍ବୀ ହେବା ସହ ଅନ୍ଯ ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇ ପାରୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍‌ ପୁର୍ବକଛ…

ସାଲେପୁରର ସରକାରୀ ପାଥୋଲାବ୍‌ରେ ଅବ୍ୟବସ୍ଥା, ଘରୋଇ ହସପିଟାଲକୁ ଦୌଡୁଛନ୍ତି ରୋଗୀ

ସାଧାରଣ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ମାଗଣା ଚିକିତ୍ସାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଏବଂ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ବି କରାଇଛନ୍ତି । ତେବେ ଏସବୁ ଭିତରେ ସରକାରୀ ମେଡିକାଲରେ କାହିଁକି ହଇରାଣ…

ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ୍, ସ୍ଥାନୀୟ ଲୋକେ ଭୟଭୀତ

ସାଲେପୁର: ଶୀତଳଭଣ୍ଡାରରୁ ଗ୍ୟାସ୍‌ ଲିକ୍‌, ଲୋକେ ଭୟଭୀତ । ସାଲେପୁର କିଶନ ନଗର ବିଶ୍ୱାଳପଡ଼ା ଶୀତଳ ଭଣ୍ଡାରରୁ ଗ୍ୟାସ୍‌ ଲିକ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି । ଗ୍ୟାସ୍‌କୁ ଆୟତ୍ତ କରିବାକୁ ୫ ଗୋଟି ଦମକଳ ଗାଡ଼ି ସହ କିଶନ ନଗର ପୋଲିସ ଉପସ୍ଥିତ ଅଛି । ପୁର୍ବରୁ ଅନେକ ଥର ଗ୍ୟାସ…

ଅଭିମନ୍ୟୁଙ୍କ ଅସରନ୍ତି ଦୁଃଖ…… ଅନେକ ପ୍ରତିଭାର ଅଧିକାରୀ ହୋଇ ମଧ୍ଯ ବୟସର ଅପରାହ୍ନରେ ଜୀବନ ସହିତ…

ସାଲେପୁର: ସାଲେପୁର ଉତ୍ତର ବଟେସ୍ୱର ଗାଁର ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରଥିବା ସ୍ବର୍ଗତ ବୈଷ୍ଣବ ମଲ୍ଲିକଙ୍କର ପୁତ୍ର ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଓ ଜୀବିକା ଆପଣମାନେ ଜାଣିଲେ ଆଖିରୁ ଅଶ୍ରୁ ବୋହି ଆସିବ। କାରଣ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ ହୋଇଛନ୍ତି ସତ କିନ୍ତୁ ତାଙ୍କର…

ଦୁଃଖ ଆମର ଆଜୀବନ ବନ୍ଧୁ, ମୁରବୀଙ୍କ ସହ ପୂରା ପରିବାର ରୋଗର ଜ୍ୱାଳାରେ ଛଟପଟ, ଖୋଜୁଛନ୍ତି ସରକାରୀ ସହାୟତା

ସାଲେପୁର : ମଣିଷ ହୋଇ ଜନ୍ମ ନେଇଛ ତ ଦୁଃଖ ଆଉ ସୁଖ ସବୁ ଆସିବ । ହେଲେ କିଛି ଲୋକଙ୍କ ପାଇଁ ଯେମିତି ଦୁଃଖ ଆଜୀବନ ବନ୍ଧୁ ହୋଇ ଆସେ । ଏମିତି ଗୋଟିଏ ପରିବାର ହେଉଛି କଟକ ଜିଲ୍ଲା ସୌରୀ ଗାଁର ଅରୁଣ ଭୋଇଙ୍କର । ଏହି ଘରର ତିନି ତିନି ଜଣ ଗୁରୁତର ରୋଗରେ ପୀଡ଼ିତ । ଯିଏ ରୋଜଗାର କରି ପରିବାର…

ଅସହାୟଙ୍କ ଦେବଦୂତ ଇଂଜିନିୟ ସତ୍ୟଜିତ୍, ଗାଁକୁ ଗାଁ ବୁଲି କରୁଛନ୍ତି ସେବା

ସାଲେପୁର: ଆଜି ବ୍ଯସ୍ତ ବହୁଳ ଜୀବନରେ କିଏ ବା କାହା ପାଇଁ ଅପେକ୍ଷା କରୁଛି । ନିଜ ଜୀବନ ପଥରେ ସଭିଏଁ ଆଗକୁ ବଢିଚାଲିଛନ୍ତି । ହେଲେ ଆର୍ଥିକ ଅନଗ୍ରସର, ଦାରିଦ୍ର୍ଯ ସୀମାରେଖା ତଳେ ଥିବା ତଥା ମାନସିକ ବିକାର ଗ୍ରସ୍ତ ଲୋକମାନଙ୍କ କଥା ଟିକେ ଭାବିଲେ । ସେମାନଙ୍କର କଣ ଏ ଦୁନିଆରେ ବଞ୍ଚିବାର…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଆଜି ମୃତ୍ଯୁ ସହିତ ସଂଗ୍ରାମ କରି ଚାଲିଛି ଘୁମି, ଉଚିତ ନ୍ଯାୟ ମିଳିବା ସହ…

ସାଲେପୁର: ଆଜିକୁ ଦୁଇ ମାସ ହେବ ଯନ୍ତ୍ରଣାରେ ଛଟପଟ ହେଉଛି ଘୁମି । ଗୋଟେ ସ୍ଥାନରେ ପଡ଼ି ରହିଛି । ଆପଣ ଭାବୁଥିବେ ଏହି ଘୁମି କିଏ? ଏଠି କାହା କଥା ଆମେ କହୁଛୁ? ଇଏ କୌଣସି ମଣିଷ ନୁହେଁ ବରଂ ଇଏ ହେଉଛି ସାଲେପୁର ବାଲିସାହି ଗ୍ରାମର ପରୀକ୍ଷିତ ବେହେରାଙ୍କ ଗାଈ । ଯାହାକୁ ସେ ୪ବର୍ଷ ହେଲା…

ସାଲେପୁର ମୁଖ୍ଯ ବଜାରକୁ ଆସନ୍ତା ୨୪ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସାଲେପୁର: କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଥମିବାର ନା ଧରୁନାହିଁ। କଟକ ଜିଲ୍ଲା ସାଲେପୁର ବ୍ଲକ ଚନ୍ଦ୍ରଦେଇପୁର ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ସରପଂଚ ପଂଚାୟତର ୭,୧୪ ଓ ୧୫ ଓ୍ୱାର୍ଡ ସହ ସାଲେପୁର…