Browsing Tag

salepur news

ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା, ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି

କଟକ: ଫୁଲିଛି ମହାନଦୀର ଉପନଦୀ ଚିତ୍ରୋତ୍ପଳା । କଟକ ଜିଲ୍ଲା ସାଲେପୁରରେ ପ୍ରବେଶ କରିଛି ବନ୍ୟା ପାଣି । ଫଳରେ ଚିତ୍ରୋତ୍ପଳା ନଦୀ ଅବବାହିକାରେ ଥିବା ତଳି ଅଞ୍ଚଳର ଲୋକ ଆତଙ୍କିତ ହୋଇଛନ୍ତି । କିଛି ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ରାସ୍ତାଘାଟ ବି…

ପୁଣି ଅନ୍ଧବିଶ୍ବାସ: ମୃତଦେହ ଉପରେ ୧୦୮ ଗରା ପାଣି ଢାଳି ଝଡ଼ାଫୁଙ୍କା କରି ଲୋକଙ୍କୁ ୨ଘଣ୍ଟା ଭୁଆଁ ବୁଲାଇଲା ଗୁଣିଆ

କଟକ : ପୁଣି ଦେଖିବାକୁ ମିଳିଛି ଅନ୍ଧବିଶ୍ବାସକୁ ବିଶ୍ବାସ କରିବାର ଏକ ନଗ୍ନ ଉଦାହରଣ । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ ମିର୍ଜାପୁର ପଞ୍ଚାୟତ କାନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଯେଉଁଠାରେ ସାପ କାମୁଡ଼ିଥିବା ଜଣେ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ବି…

ନାବାଳିକା ଝିଆରୀକୁ ବିବାହ କଲାବେଳେ ପହଁଚିଲା ପୋଲିସ, ତାପରେ କଣ ହେଲା ପଢ଼ନ୍ତୁ

ସାଲେପୁର (କେନ୍ୟୁଜ) : ନାବାଳିକା ଝିଅକୁ ବିବାହ କରୁଥିବା ସମୟରେ ସିଡବ୍ଲୁସି ଓ ଆନ୍ତର୍ଜାତୀୟ ମାନବାଧିକାର ସଂଘର କର୍ମଚାରୀଙ୍କ ପୋଲିସ ସମେତ ଅଚାନକ ଚଢ଼ାଉ। ଘଟଣା ଘଟିଛି କଟକ ସାଲେପୁର ସହରର ରୋଧପୁରରେ। ସ୍ଥାନୀୟ ରୋଧପୁରର ଜାହାଙ୍ଗିର ଅଲ୍ଲୀ ତାଙ୍କ ନାବାଳିକା ଝିଆରୀକୁ ବିବାହ କରୁଥିବା…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ସାଲେପୁରର ଶ୍ରୀରାମ ନର୍ସିଂହୋମ୍, ସମସ୍ତ କର୍ମଚାରୀଙ୍କୁ ହୋମ୍…

ସାଲେପୁର: ଚରମ ଦୁଃସ୍ଥିତିରେ କଟକ ଜିଲ୍ଲା । କରୋନା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ବିଭିନ୍ନ ପ୍ରତିଶେଧକ ମୂଳକ ପଦକ୍ଷପ ନେଉଥିବାବେଳେ କରୋନା ଅଟକିବାର ନାଆ ଧରୁନାହୁଁ। ସାଲେପୁର ସହରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସାଲେପୁର ଶ୍ରୀରାମ…