Browsing Tag

salepur

କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା କରି ଭସାଇ ଦେଇଥିବା ଅଭିଯୋଗ

ସାଲେପୁର (କେନ୍ୟୁଜ): କେନାଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମାର୍କତପୁର ଗାଁର ବ୍ୟବସାୟୀ ଦୋଳଗୋବିନ୍ଦ ଦାସ। ତାଙ୍କୁ ହତ୍ୟା କରାଯାଇ କେନାଲରେ ଭସାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର…

ଷାଠିଏ ବର୍ଷ ବନ୍ଧୁତାର ଏ ହେଉଛି ଏକ ନିଆରା ଉଦାହରଣ

ଆଜି ବିଶ୍ୱ ପାଳୁଛି ବନ୍ଧୁତା ଦିବସ । ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ବନ୍ଧୁତାର ମହତ୍ୱକୁ…

ସାଲେପୁର: ବରପଡା ବ୍ରିଜ୍ ଉପରେ ବଜ୍ରପାତ ନେଲା ଜୀବନ, ପ୍ରକୋପରେ ଫାଟିଛି ବ୍ରିଜର କିଛି ଅଂଶ

ସାଲେପୁର(କେନ୍ୟୁଜ୍): କଟକ ଜିଲ୍ଲା ନିଶ୍ଚିତକୋଇଲି ବରପଡା ବ୍ରିଜ୍ ଉପରେ ବର୍ଷା ଘଡ ଘଡି ହେଲା ବେଳେ ସୁଜେନ୍ଦୁ ଶେଖର ସାହୁଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଘରୁ ନେମାଳ କଣ୍ଟାପରିରୁ ସାଇକେଲ ଯୋଗେ ନିଶ୍ଚିତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ ବିଜୁଳି ମାରିଥିଲା।…

ସାଲେପୁର ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା: ହଣାକଟା କରିଥିବା ଅଭିଯୁକ୍ତମାନେ ଖୋଲାରେ ବୁଲୁଥିବା ସହ ଧମକ ଦେଉଥିବା…

ସାଲେପୁର(କେନ୍ୟୁଜ୍): ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଆଗରେ ଧାରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା ପରେ ବି ଖୋଲାଖୋଲି ବାହାରେ ବୁଲି ଧମକାଉଛନ୍ତି ଅଭିଯୁକ୍ତ। ସେମାନଙ୍କୁ ଗିରଫ ଦାବିରେ କଟକ ଜିଲ୍ଲା ସାଲେପୁର ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା। ପୁରଣ ଗାଁର ମୁନା ମଲ୍ଲିକଙ୍କ…

ଡିଜେ ସାଉଣ୍ଡରୁ ଗଲା ଜୀବନ: ନାଚୁ ନାଚୁ ଟଳି ପଡିଲେ ବାଳକ

ସାଲେପୁର (କେନ୍ୟୁଜ): ପୁଣି ଡିଜେ ସାଉଣ୍ଡରେ ଗଲା ଏକ ନିରୀହ ବାଳକର ଜୀବନ। ମାହାଙ୍ଗା ଥାନା ଅଧୀନ ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ। ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି…

ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଜନ୍ମୋତ୍ସବ ଅବସରରେ ପାଳିତ ହୋଇଛି ଅଷ୍ଟ ପ୍ରହରୀ ନାମ ଯଜ୍ଞ, ଏନେଇ ଶ୍ରଦ୍ଧାଳୁଙ୍କ…

ଶ୍ରୀକ୍ଷେତ୍ରେ ଜନମ ମୋହର ପଦ୍ମବନେ ବାସ, ନେମାଳ ଗ୍ରାମକୁ ଲଭିଲି ପାଳି କୃଷ୍ଣ ଆଦେଶ। ଇଏ ହେଉଛି ଭବିଷ୍ଯତ ମାଳିକାର ରଚିତା ମହାପୁରୁଷ ଅଚ୍ଯୁତାନନ୍ଦ ଦାସ ଙ୍କ ନିଃସୃତ ବାଣୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ…

ଏଠାରେ ଭକ୍ତର ପୋଡ଼ପିଠା ଖାଇବାକୁ ପ୍ରଭୁ ନିଜେ ଅପେକ୍ଷା କରି ରହିଥାନ୍ତି, ଜାଣନ୍ତୁ ଏହି ସ୍ଥାନର ମହତ୍ୱ

ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ। ଭକ୍ତର ଯାତ୍ରା କଷ୍ଟ ଲାଘବ ପାଇଁ ନିକଟରେ ଦର୍ଶନ ଦେଲେ ପ୍ରଭୁ। ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ରେ ଭକ୍ତ ଟିଏ ନିଷ୍ଠାପର ରେ ଘରୁ ପୋଡପିଠା ପ୍ରସ୍ତୁତ କରି ଚାଲି ଚାଲି ଦୀର୍ଘ ୩୫ ରୁ ୪୦ କିଲୋମିଟର ବାଟ ଯାଇ ପ୍ରଭୁ ଙ୍କୁ ସମର୍ପିତ କରୁଥିଲା, ହେଲେ…

ଅଧା ରହିଗଲା ଶ୍ରାଦ୍ଧ, ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ ଏକାଦଶ କର୍ମରୁ ସ୍ୱାମୀକୁ ଉଠାଇ ନେଲା ପୋଲିସ 

ସାଲେପୁର(କେନ୍ୟୁଜ୍):  ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ ଏକାଦଶ କର୍ମରୁ ସ୍ୱାମୀକୁ ଉଠାଇ ନେଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ମଙ୍ଗଳପୁର ଗାଁରେ। ଏହି ଗାଁର ଭିକାରୀ ମହାନ୍ତିଙ୍କ ପୁଅ ରୁଦ୍ର ପ୍ରସାଦ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ଭଗବାନପୁର ଗାଁର…

ଥାନା ଆଗରେ ଯୁବକଙ୍କ ଆତ୍ମାହୂତି ଘଟଣା: ଆଇଆଇସିଙ୍କ ସସପେଣ୍ଡ ଦାବିରେ ଲୋକଙ୍କ ବିକ୍ଷୋଭ

ସଲେପୁର(କେନ୍ୟୁଜ୍): ଗତକାଲି ଯେଉଁଭଳି ଭାବେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭିର ଅସନ୍ତୋଷ ଦେଖା ଦେଇଛି ।  ଆଜି ଥାନା ଅଧିକାରୀଙ୍କୁ ବହିଷ୍କାର ସହ ସିସିଟିଭିକୁ ଯାଞ୍ଚ କରିବା ଦାବି ନେଇ ସ୍ଥାନୀୟ…

ସାକ୍ଷୀଙ୍କୁ ଅଭିଯୁକ୍ତଙ୍କ ମାଡ଼ ଅଭିଯୋଗ, ପୋଲିସ୍‌ ସୁରକ୍ଷା ଲୋଡ଼ିଲେ ପରିବାର ଲୋକେ

ସାଲେପୁର (କେନ୍ୟୁଜ୍‌) : ସାକ୍ଷୀ ଦେଇ ଅଭିଯୁକ୍ତମାନଙ୍କ ଠାରୁ ମାଡ଼ ଖାଇଲେ । ଏବେ ସାକ୍ଷୀମାନେ ଛାନିଆ ହୋଇ ଥାନାରେ ଏତେଲା ଦେଇଛନ୍ତି। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ର ରାଇସୁଙ୍ଗୁଡା ଠାରେ। ଗତ କିଛି ଦିନ ତଳେ ଏହି ଗାଁର ରବୀନ୍ଦ୍ର ମହାନ୍ତିଙ୍କର ସେହି ଗାଁର ଜଣେ ମହିଳାଙ୍କୁ ତାଙ୍କ…

ସାଲେପୁରର ସୋଗଲ ଗାଁରେ ପାଳିତ ହୋଇଛି ପ୍ରାଚୀନ ଲୌଡି ପରମ୍ପରା

ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ ଦେଖିବାକୁ ମିଳେ। ଏଠି ଗାଁ ଠୁ ଆରମ୍ଭ କରି ସହରମାନଙ୍କରରେ ସବୁ ପୂଜା ପର୍ବକୁ ବଡ଼ ଧୂମଧାମରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ୧୨ ମାସରେ ରହିଥାଏ ୧୩ ପର୍ବ। ଯାହାକୁ ପ୍ରତ୍ୟେକ ଓଡ଼ିଆ ଖୁବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ଏବେ ଯୁଗ ବଦଳିଛି…

ପଞ୍ଚାୟତ ନିର୍ବାଚନରେ ବିଜୟ ପ୍ରାର୍ଥୀଙ୍କୁ ମିଳିଲା ପରାଜୟର ଚିଠି, ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା

ସାଲେପୁର(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା ହେଲା। କିନ୍ତୁ ପରେ ପରାଜୟ ହୋଇଥିବା ନେଇ ମିଳିଲା ଚିଠି। ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା। କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର ୭ନମ୍ବର ୱାର୍ଡର ୱାର୍ଡମେମ୍ବର…