ଅନଲାଇନ୍ ସେଲ୍ ସମୟରେ କାହିଁକି ଏତେ ଶସ୍ତାରେ ମିଳେ ଜିନିଷ? ଜାଣନ୍ତୁ ଏହା ପଛର କାରଣ
ଆଜିକାଲି ଅନଲାଇନ୍ ସପିଂ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି । Flipkart, Amazon, Meesho ଏବଂ Myntra ଭଳି କମ୍ପାନୀଗୁଡ଼ିକ ପ୍ରାୟତଃ ପ୍ରତିଦିନ ସେଲ୍ ଘୋଷଣା କରନ୍ତି । ପ୍ରତ୍ୟକ ଜିନିଷରେ ୫୦% ରୁ ୮୦% ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଦିଅନ୍ତି । ଲୋକମାନେ ପ୍ରାୟତଃ ଭାବନ୍ତି ଯେ କମ୍ପାନୀଗୁଡ଼ିକ…