ସଲିମ୍ ଖାନଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଝିଅ! ଇଣ୍ଟରଭ୍ୟୁରେ କହିଲେ କିଏ ଥିଲା ପ୍ରଥମ…
ଏମିତିରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହ କି ରିଲେସନସିପ୍କୁ ନେଇ କୌଣସି ବି ଖାସ୍ ଖବର ସାମ୍ନାକୁ ଆସି ନାହିଁ। କିନ୍ତୁ ଏବେ ଶୁଣାଯାଉଛି ଯେ ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳ ଝିଅ ଖୁବ୍ ଜଲ୍ଦି ସୋହେଲ ଖାନଙ୍କ ଶଳା ବଣ୍ଟି ସଚଦେବାଙ୍କୁ ବିବାହ କରିବାକୁ ଯାଉଛନ୍ତି। କହି…