Browsing Tag

salipur

କାଳ ହେଲା ପାରିବାରିକ ବିବାଦ: ବେକରେ ରଶି ଲଗାଇ ଝୁଲିପଡିଲେ ଯୁବକ

ସାଲେପୁର (କେନ୍ୟୁଜ): ଏକ ଅଭାବନୀୟ ଘଟଣା ଘଟିଛି ପାଗା ଫାଣ୍ଡି ଅଞ୍ଚଳରେ । ଯେତେବେଳେ ମାନସିକ ଚାପ ଆସିଥାଏ ସେତେବେଳେ ମଣିଷ ବାଛି ନେଇଥାଏ ମୃତ୍ୟୁର ବାଟକୁ । ଯେପରି କରିଛନ୍ତି ପ୍ରତାପ ମାଝୀ । ହଁ ଆଜ୍ଞା ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଫାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡା…

କଟକ: ରସିକିଆ କଳା ମାଷ୍ଟରଙ୍କ ରାସଲୀଳା, ବିବାହ କରିଥିଲେ ୪ ଜଣ ଯୁବତୀଙ୍କୁ

କଟକ(କେନ୍ୟୁଜ୍): ସ୍କୁଲର କଳା  ଶିକ୍ଷକଙ୍କ  ରଙ୍ଗିନ ମିଜାଜ୍ । ନିଜ କାମନାକୁ ଚରିତାର୍ଥ କରିବାକୁ ଯାଇ ୪ ଜଣକୁ ବିବାହ କରିଥିଲେ ଆର୍ଟ୍ସ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ । ଏଭଳି ଅଭିଯୋଗ ଆସିଛି  କଟକ ଜିଲ୍ଲା ସାଲେପୁରରୁ । ସଂପୃକ୍ତ  ଶିକ୍ଷକ ସାଲେପୁର ଗୋପିନାଥପୁର ମଡେଲ ହାଇସ୍କୁଲରେ କଳା…

ସାଲେପୁର: କୁଳାଙ୍ଗାର ପୁଅର କଳଙ୍କିତ କାମ, ନିଜ ଝିଅ ସହ ବୃଦ୍ଧା ମା କଥା ହେବାରୁ ପୁଅ ନିସ୍ତୁକ ପିଟିଥିବାର ଆସିଲା…

ସାଲେପୁର(କେନ୍ୟୁଜ୍):  ସାଲେପୁର ଥାନାର ଦ୍ୱାରସ୍ଥ ହେଲେ ଜଣେ ବୃଦ୍ଧା । ଝିଅମାନଙ୍କ ସହ ଫୋନ୍‌ରେ ଟିକେ କଥା ହେବା କାରଣରୁ ନିଜ ଜନ୍ମ କଲା ପୁଅ ବୃଦ୍ଧା ମାଆକୁ ଅମାନୁଷିକ ଭାବେ ବାଡେଇ ଥିବା ଅଭିଯୋଗ ହୋଇଛି। ବୃଦ୍ଧା ମାଆ ଜଣକ ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସାଲେପୁର ଥାନା…

ସାଲେପୁରର ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଗିରଫ ହେଲେ ଦୁଇ ଅଭିଯୁକ୍ତ

ସାଲେପୁର(କେନ୍ୟୁଜ୍): କଟକ ସାଲେପୁର ଥାନା ଅଂଚଳରେ ଘଟିଥିବା ୧୩ ବର୍ଷର ନାବାଳିକା ଝିଅକୁ ଗଣ ଦୁଷ୍କର୍ମ ଘଟଣ ରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ସାଲେପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ପୂର୍ବ ବଣହାର ଗାଁ ର ମନୋଜ କାଣ୍ଡି ଓ ନେଉଳ ବେହେରା । ନାବାଳିକା ମା’ର ଅଭିଯୋଗ ମୁତାବକ…

ଦଶାହ କର୍ମ ବେଳେ ମହାନଦୀରେ ବୁଡ଼ି ପୁରୋହିତଙ୍କ ମୃତ୍ୟୁ

ସାଲେପୁର (କେନ୍ୟୁଜ୍‌) : ଏମିତି ବି ମୃତ୍ୟୁ ଆସେ । ସେ ଆସିଥିଲେ ଶୁଦ୍ଧିକ୍ରିୟା କାମରେ । ତେବେ ଦଶକ୍ରିୟା ତୁଠରେ ଯେମିତି ଜଗି ବସିଥିଲା ଯମ । ଦଶାହ କର୍ମ ପରେ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଗଲେ ପୁରୋହିତ । ପରେ ନିଖୋଜ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ…

କୁକୁର ଭୁକାକୁ ନେଇ ବୃଦ୍ଧଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମୃତ୍ୟୁ

ସାଲେପୁର : କୁକୁର ଭୁକାକୁ ନେଇ ବୃଦ୍ଧକୁ ଆକ୍ରମଣ। ଗୁରୁତର ଅବସ୍ଥାରେ ଜଗସିଂହପୁର ମେଡିକାଲ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତକ ହେଲେ କିଶନ ନଗର ଥାନା ବିଶ୍ୱାଳପଡା ଗ୍ରାମର ଉମେଶ ଭୋଇ। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ କାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବ ସୂଚନା ମିଳିଥିବା…