ସଲମାନଙ୍କ ସହ ନଜର ଆସିଲେ ଆରାଧ୍ୟା, ଭାଇରାଲ ଫଟୋ ଦେଖି ଉଡ଼ିଲା ବଚ୍ଚନ ପରିବାରଙ୍କ ହୋସ
ଦିନ ଥିଲା ସଲମାନ ଓ ଐଶ୍ବର୍ଯ୍ୟା ବଲିଉଡର ଫେମସ କପଲ ଥିଲେ । ତାଙ୍କ ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଥିଲେ । କିନ୍ତୁ ଦୁଇ ଜଣ ଅଲଗା ହୋଇଗଲେ ଏବଂ ଐଶ୍ବର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କଲେ । ଐଶ୍ବର୍ଯ୍ୟା ଓ ଅଭିଷେକ ଫଟୋ ଏବଂ ଭିଡିଓରେ ସବୁବେଳେ ନିଜକୁ ଖୁସିଥିବା ନଜର…