Browsing Tag

salman khan

ଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍‌ ଖାନ୍‌

ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍‌। ଆସନ୍ତାକାଲି ଯାଏଁ ପୁଣି ଘୁଞ୍ଚିଲା ଶୁଣାଣି। ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି କୋର୍ଟରେ ବେଲ୍‌ ମିଳିପାରିନାହିଁ। ତାଙ୍କ ବେଲ୍‌ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ତେବେ ଇତି ମଧ୍ୟରେ ଖବର…

ଜନ୍‌ ଆବ୍ରାହମ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ ସଲମାନ୍‌ ଖାନ୍‌, ‘ସତ୍ୟମେବ ଜୟତେ ୨’ ସାମ୍ନାରେ ରିଲିଜ୍‌ କରିବେ ନିଜର…

କରୋନାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ସଂକ୍ରମଣ ଯେତିକି କମୁଛି ଫିଲ୍ମ ଇଣ୍ଡଷ୍ଟ୍ରୀ ସେତିକି ଆକ୍ଟିଭ୍‌ ହେଉଛି। କରୋନା ଯୋଗୁ ଦୀର୍ଘ ୨ ବର୍ଷ ଧରି ମାନ୍ଦାବସ୍ଥା ଦେଇ ଗତି କରୁଥିବା ବଲିଉଡ୍‌ ଏବେ ଚଳଚଞ୍ଚଳ ହୋଇଛି। ଇତି ମଧ୍ୟରେ କେତେକ ଫିଲ୍ମ ନିର୍ମାତା ନିଜ ଆଗାମୀ ସିନେମାର…

ସଲମାନ୍‌ ଖାନ୍‌ ବି ଗାଇପାରିଲେନି ୟୋହାନୀଙ୍କ ‘ମାନିକେ ମାଗେ ହିତେ’ ଗୀତ, ଦେଖନ୍ତୁ ମଜାଦାର ଭିଡିଓ

ପୁଣିଥରେ ଆରମ୍ଭ ହୋଇଛି ଟିଭିର ଲୋକପ୍ରିୟ ଶୋ’ ବିଗ୍‌ବସ୍‌। ଟେଲି ଜଗତର ସବୁଠୁ କଣ୍ଟ୍ରୋଭର୍ସିଆଲ୍‌ ଶୋ’ ଦେଖିବାକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବିଗ୍‌ବସ୍‌ ୧୫ର ପ୍ରଥମ ଓ୍ଵିକ୍‌ଏଣ୍ଡ୍‌ କା ଓ୍ଵାର ଆଜି ଆସିବାୁକ ଯାଉଛି। ଶୋ’ରେ ଆଜି ସଲମାନ୍‌ ଖାନ୍‌ଙ୍କ ସହ…

ଆର୍ଯ୍ୟନ୍‌ ଖାନଙ୍କ ଗିରଫଦାରୀ ପରେ ‘ମନ୍ନତ’ରେ ପହଞ୍ଚିଲେ ସଲମାନ ଖାନ, ପୁଅକୁ ନେଇ ହିଁ ଶାହରୁଖଙ୍କ ସହିତ ହେବେ କଥା

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଏମିତି ସ୍ଥିତିରେ ବର୍ତ୍ତମାନ ସଲମାନ ଖାନ, କିଙ୍ଗ ଖାନଙ୍କ ଘର 'ମନ୍ନତ'ରେ ପହଞ୍ଚିଛନ୍ତି। ସଲମାନ, ଶାହରୁଖଙ୍କ ଘରେ ପହଞ୍ଚିବାର ଭିଡିଓକୁ ଭାଇରାଲ ଭିୟାନୀ ସେୟାର କରିଛନ୍ତି। ଶାହାରୁଖଙ୍କ ଘରେ…

ବିଗ୍‌ବସ୍‌ ଜଙ୍ଗଲରେ ନଜର ଆସିଲେ ୪ ପ୍ରତିଯୋଗୀ, କନ୍‌ଫର୍ମ ହେଲା ଏହି କଳାକାରଙ୍କ ଏଣ୍ଟ୍ରି

ଟିଭିର ବହୁ ପ୍ରତୀକ୍ଷିତ ଶୋ’ ବିଗ୍‌ବସ୍‌ ୧୫ର ଗ୍ରାଣ୍ଡ୍‌ ପ୍ରିମିୟର ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୨ରେ ଟିଭିରେ ଶୋ’ ଆରମ୍ଭ ହେବ। ଫ୍ୟାନ୍‌ଙ୍କ ନଜର ଏବେ ସଲମାନ ଖାନ୍‌ଙ୍କର ଏହି ଶୋ’ ଉପରେ ରହିଛି। ଶୋ’ର ପ୍ରୋମୋ ଭିଡିଓ ଦେଖି ଫ୍ୟାନ୍‌ମାନେ ପୂର୍ବରୁ ହିଁ ଉତ୍ସାହିତ…

ଶାହାରୁଖଙ୍କ ନୂଆ ଆଡ୍‌ ସେୟାର କଲେ ସଲମାନ୍‌ ଖାନ୍‌, କିଙ୍ଗ୍‌ ଖାନ୍‌ କହିଲେ-ଏବେ ବି ଅଛି ଭଲ ପାଇବା

ଏବେ କରୋନା କାଳରେ ସିନେମା ଜଗତରେ ସବୁ କିଛି ବଦଳିଯାଇଛି। ପୂର୍ବରୁ ଫିଲ୍ମଗୁଡ଼ିକ ସିନେମା ହଲରେ ରିଲିଜ୍‌ ହେଉଥିଲା, କିନ୍ତୁ ଏବେ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ ହେଉଛି। କରୋନା ଆସିବା ପରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି। ଏବେ ପ୍ରାୟ ଅଧିକାଂଶ ସିନେଷ୍ଟାର ଓଟିଟି…

‘ଜିନେ କେ ହେ ଚାର ଦିନ’ ଗୀତରେ ପୁଣି ନାଚିଲେ ସଲମାନ ଖାନ, ଭିଡିଓ ହେଲା ଭାଇରାଲ

ତୁର୍କୀରେ ଟାଇଗର-୩ର ସୁଟିଂ ଜାରି ରଖିଛନ୍ତି ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ବର୍ତ୍ତମାନ ସେ ସେୟାର କରିଥିବା ଏକ ଡ୍ୟାନ୍ସ ଭିଡ଼ିଓ ପ୍ରମାଣିତ କରିଛି ଯେ ସେ ସୁଟିଂର ଭରପୂର ମଜା ନେଉଛନ୍ତି । ସଲମାନ 'ମୁଝସେ ଶାଦି କରୋଗୀ' ଫିଲ୍ମର 'ଜିନେ କେ ହେ ଚାର ଦିନ' ଗୀତରେ ନାଚୁଥିବା ଦେଖିବାକୁ…

‘ଟାଇଗର ୩’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି ସଲମାନ-କ୍ୟାଟ୍ରିନା, ପର୍ଯ୍ୟଟନ ମନ୍ତ୍ରୀଙ୍କୁ କଲେ ସାକ୍ଷାତ

ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଏବେ ତୁର୍କୀରେ ନିଜ ଆସନ୍ତାଫିଲ୍ମ ‘ଟାଇଗର ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଶୁକ୍ରବାର ସଲମାନ-କ୍ୟାଟ୍ରିନା ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମେତ୍‌ ନୁରୀ ଏରସୋୟଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳର ଫଟୋ ସୋସିଆଲ ମିଡିଆରେ…

ଶାହରୁଖ ଖାନଙ୍କ ‘ପଠାନ’ରେ କେମିଓ କରିବେ ସଲମାନ, ବିଗବସ୍-୧୪ରେ କରିଥିଲେ ଘୋଷଣା

ସଲମାନ ଖାନ ଏବଂ ଶାହରୁଖଙ୍କ ମଧ୍ୟରେ ଥିବା ବନ୍ଧୁତା କାହାକୁ ଅଛପା ନାହିଁ। ଦୁହିଁଙ୍କ ନାମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ଯାନ ଅନେକ ଦିନରୁ ଚାହିଁ ବସିଛନ୍ତି। ଦୁହେଁ ଅନେକ ଦିନରୁ ଏକାଠି କୌଣସି ଫିଲ୍ମ ମଧ୍ୟ କରିନାହାନ୍ତି। ଶେଷଥର ପାଇଁ ସଲମାନ ଏବଂ…

ସଲମାନଙ୍କୁ ଅଟକାଇଥିବା ଓଡିଆ ଯବାନଙ୍କୁ ପ୍ରଶଂସା କଲା CISF, ଟୁଇଟ କରି ଜଣାଇଲା

ଗତ ଦୁଇଦିନ ତଳେ ମୁମ୍ବାଇ ବିମାନବନ୍ଦରରେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଅଟକାଇଥିବା ଓଡିଆ ସିଆଇଏସ୍‌ଏଫ୍‌ ଯବାନଙ୍କ ଉପରେ କୌଣସି ଦଣ୍ଡ ନୁହେଁ ବରଂ ତାଙ୍କୁ ପ୍ରଶଂସା କରାଯାଇଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଟୁଇଟ୍‌ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ସିଆଇଏସଏଫ୍‌ ଯବାନଙ୍କ ଉପରେ…

ପ୍ରୋଟୋକଲ ଉଂଲଘନ କରି ଗଣମାଧ୍ୟମଙ୍କୁ ବିବୃତି ଦେବା CISF ଯବାନଙ୍କୁ ପଡିଲା ମହଙ୍ଗା, ଫୋନ ହେଲା ଜବତ

ନିକଟ ଅତୀତରେ ଏୟାରପୋର୍ଟରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସଏଫ୍‌ ଯବାନ ଖୁବ ଚର୍ଚ୍ଚାରେ ଆସିଥିଲେ। ଯବାନ ଜଣକ ଥିଲେ ନୟାଗଡ଼ର ସୋମନାଥ ମହାନ୍ତି। ସଲମାନ ନିଜର ଅପକମିଂ ମୁଭି ଟାଇଗର ୩ର ସୁଟିଂ ପାଇଁ ବିଦେଶକୁ ଯିବାପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଚେକିଂ ସ୍ଥାନରେ…