Browsing Tag

salman khan wont be summoned

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସଲମାନ୍‌ ଖାନ୍‌ଙ୍କୁ ହେବନି ପଚରାଉଚରା, ସ୍ପଷ୍ଟ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏଯାଏଁ ପୋଲିସର ତଦନ୍ତ ଶେଷ ହୋଇପାରିନାହିଁ। ସୁଶାନ୍ତ ସତରେ ସୁଇସାଇଡ୍‌ କରିଛନ୍ତି ନା ଏହା ଏକ ଯୋଜନାବଦ୍ଧ ହତ୍ୟା ସେହି ରହସ୍ୟ ଉପରରୁ ପରଦା ଉଠିନାହିଁ। ତେବେ ଇତି ମଧ୍ୟରେ ମୁମ୍ବାଇ ପୋଲିସ ୩୫ରୁ ଅଧିକ ଲୋକଙ୍କ…