ପ୍ରି ୱେଡିଂ ଇଭେଣ୍ଟରେ ଅନନ୍ତ ଅମ୍ବାନୀ ସଲମାନ ଖାନଙ୍କୁ ନିଜ କୋଳରେ ଉଠାଇବାକୁ କଲେ ଚେଷ୍ଟା, ଭାଇରାଲ ହେଉଛି ମଜାଳିଆ…
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ମେଗା ପ୍ରି ୱେଡିଂ ଇଭେଣ୍ଟରେ ଷ୍ଟାରମାନଙ୍କର ଏକ ଭିନ୍ନ ଷ୍ଟାଇଲ୍ ଦେଖିବାକୁ ମିଳିଛି । ଷ୍ଟାରମାନେ ଏହି ଇଭେଣ୍ଟରେ ବହୁତ ଏଞ୍ଜଏ କରୁଥିବାର ନଜର ଆସିଛନ୍ତି । ବଲିଉଡର ତିନି ଖାନ ଏହି ସମାରୋହର ପ୍ରତ୍ୟେକ କାର୍ଯ୍ୟରେ ନଜର ଆସିଥିଲେ…