Browsing Tag

salman khan

ଏହି ଅଭିନେତ୍ରୀଙ୍କୁ ବିବାହ କରିଥାନ୍ତେ ସଲମାନ୍‌ ଖାନ୍‌, କାର୍ଡ ବି ଛପିସାରିଥିଲା, କିନ୍ତୁ ଏହି କାରଣରୁ ଭାଙ୍ଗିଗଲା…

ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ଙ୍କ ବୟସ ୫୦ ଟପିଥିଲେ ମଧ୍ୟ ଆଜି ବି ୨୦ ବର୍ଷର ଯୁବତୀ ତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି। ବଲିଉଡ୍‌ରେ ସଲମାନଙ୍କ କ୍ରେଜ୍‌ ଏବେ ବି ଫିକା ପଡ଼ିନାହିଁ। ଏଣୁ ଏବେ ବି ତାଙ୍କ ଫିଲ୍ମ ସୁପରଡୁପର ହିଟ୍‌ ହେଉଛି। ତେବେ ଫ୍ୟାନ୍‌ଙ୍କୁ ଏତେ ଫିଲ୍ମ ଭେଟି…

ସୁଟିଂ ଅଧାରୁ ଗୋବିନ୍ଦାଙ୍କୁ ‘ଜୁଡ଼ଓ୍ଵା’ ଫିଲ୍ମ ଛାଡ଼ିବାକୁ ବାଧ୍ୟ କରିଥିଲେ ସଲମାନ୍‌, ଖୁଲାସା କଲେ ଚିଚି

ସମସ୍ତେ ଜାଣନ୍ତି ଯେ ସଲମାନ୍‌ ଖାନ୍‌ ଓ ଗୋବିନ୍ଦା ଭଲ ବନ୍ଧୁ। ସଲମାନ୍‌ ଖାନ୍‌ଙ୍କ ଯୋଗୁ ହିଁ ଗୋବିନ୍ଦା ପୁନର୍ବାର ପାର୍ଟନର ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରିଥିଲେ। ଉଭୟେ ସଲମାନ୍‌ ଓ ଗୋବିନ୍ଦା ଏହି ଫିଲ୍ମରେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ସୁପର ଡୁପର ହିଟ୍‌ ହୋଇଥିଲା। ପାର୍ଟନର…

ବିଗବସ14: ୧୩ ଜଣ ସେଲିବ୍ରିଟିଙ୍କ ସହ ୩ ଜଣ ସାଧାରଣ ଲୋକ ଆସିବେ ନଜର, ଜଙ୍ଗଲ ଥିମ ହେବ ଏଥରର ବିଶେଷ ଆକର୍ଷଣ

କରୋନା ପାଇଁ ଅନେକ କାମ ଏପର‌୍ୟ୍ୟନ୍ତ ଅଟକି ରହିଛି କିନ୍ତୁ ଏହା ମଧ୍ୟରେ ବିଗବସ୍ ୧୪ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।ସୂଚନା ଅନୁଯାୟୀ ଏହି ଶୋ ଏକ ମାସ ବିଳମ୍ବ ଅର୍ଥାତ ଅକ୍ଟୋବରର ଶେଷ ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । କୁହାଯାଉଛି ଯେ ପ୍ରତିଯୋଗୀଙ୍କ ନାମ ଚୂଡାନ୍ତ ହୋଇଛି ।…

ଏହି ମାସରେ ଆରମ୍ଭ ହୋଇପାରେ ବିଗବସ୍ ୧୪ର ସୁଟିଂ, କରୋନା ଯୋଗୁ ଘରୁ ବାହାରିବେନି ସଲମାନ ଖାନ୍

କଲର୍ସ ଚ୍ୟାନେଲର ସବୁଠୁ ବିବାଦୀୟ ରିଆଲିଟି ଶୋ ବିଗ ବସର ଆଗାମୀ ସଂସ୍କରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ବିଗ ବସ ୧୪ ର ଥିମ୍ "ଜଙ୍ଗଲ" ରହିବ। ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ନାଁକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସୁଛି। ତେବେ କିଏ କିଏ ଚଳିତ ଥର ବିଗ ବସ ହାଉସରେ…

ଗୀତ ପରେ ଏବେ ସଲମାନ କରିବେ ଆଉ ଏକ ଧମାକା, କରୁଛନ୍ତି ସର୍ଟ ଫିଲ୍ମର ସୁଟିଂ

ଲକଡାଉନରେ ସଲମାନ ଗରିବ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗରେ ରହିଥାନ୍ତି। କିନ୍ତୁ ଏହି ସମୟରେ ମଧ୍ୟ ସେ ନିଜର ଫାର୍ମହାଉସରେ ୩ଟି ଗୀତ ରିଲିଜ କରିସାରିଲେଣି। ଗୀତ ରିଲିଜ କରିବା ପରେ ସଲମାନ ଆଉ ଏକ ଧମାକା କରିବାକୁ ଯାଉଛନ୍ତି। ଶୁଣାଯାଉଛି, ସଲମାନ ଖୁବଶୀଘ୍ର ସର୍ଟ ଫିଲ୍ମ…

ଗାର୍ଲଫ୍ରେଣ୍ଡ ଲୁଲିଆଙ୍କ ସହ ମିଶି ଫାର୍ମହାଉସ ସଫା କରୁଛନ୍ତି ସଲମାନ ଖାନ୍, ଭାଇରାଲ ହେଲା ଭିଡିଓ

ମୁମ୍ବାଇ ଓ ଗୁଜରାଟରେ ବାତ୍ୟା ନିସର୍ଗ ଯୋଗୁ ବହୁ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ବେଳେ ଛୋଟ ଚାଳ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିସର୍ଗର ପ୍ରଭାବ ସଲମାନ ଖାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ମଧ୍ୟ ଦେଖିବାକୁ ମିଳିଛି। ସେଠାକାର ସ୍ଥିତି ସୋସିଆଲ…

ମୁମ୍ବାଇ ପୋଲିସକୁ ଲକ୍ଷେ ସାନିଟାଇଜର ଦାନ କଲେ ସଲମାନ୍‌ ଖାନ୍‌, ଧନ୍ୟବାଦ ଜଣାଇଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ କରୋନା ସଙ୍କଟ ସମୟରେ ହଜାର ହଜାର ଲୋକଙ୍କୁ ସହାୟତା କରୁଛନ୍ତି। ଏହି ଲକ୍‌ଡାଉନ୍‌ ମଧ୍ୟରେ ସେ ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଡ୍ରେସ୍‌, ଫିଟ୍‌ନେସ୍‌ ଉପକରଣ, ଜିମ୍‌ ଓ ସାଇକେଲ ବ୍ରାଣ୍ଡ ପରେ ସଲମାନ ଏବେ ନିଜର ପର୍ସନାଲ ଗ୍ରୁମିଙ୍ଗ୍‌ କେୟାର…

ସଲମାନଙ୍କୁ ନେଇ ଏକ ବଡ ଖୁଲାସା କଲେ ଭାଗ୍ୟଶ୍ରୀ, କହିଲେ ଏମିତି କିଛି…..

ସଲମାନ ଖାଁନ ଓ ଭାଗ୍ୟଶ୍ରୀଙ୍କ ଅଭିନୀତ "ମେନେ ପ୍ୟାର କିୟା"ର ସରଳ ପ୍ରେମ କାହାଣୀ ୯୦ ଦଶକରେ ପ୍ରତିଟି ଭାରତୀୟଙ୍କ ହୃଦୟ ଜିଣି ନେଇଥିଲା । ଏମିତିକି ଫିଲ୍ମଟି ରିଲିଜ ହେବାର ଅନେକ ଦିନ ପରେ ଏହି ଦୁଇ କଳାକାରଙ୍କ ଏକାସାଙ୍ଗର ଫଟୋ ପାଇଁ ଦେଶବ୍ୟାପିରୁ ଡିମାଣ୍ଡ ହୋଇଥିଲା । ନିକଟରେ "ଡେକାନ…

ଲକ ଡାଉନରେ ବିଜିନେସ ଷ୍ଟାର୍ଟ କଲେ ଭାଇଜାନ, ବଜାରରେ ଲଞ୍ଚ କଲେ ହ୍ୟାଣ୍ଡ ସାନିଟାଇଜର

ଲକ ଡାଉନ ସମୟରେ ଭାଇଜାନ ସଲମାନ ଖାନ ନିଜ ଫ୍ୟାନ୍ସ ମାନଙ୍କୁ ଗୋଟେ ପରେ ଗୋଟେ ସରପ୍ରାଇଜ ଦେଇ ଚାଲିଛନ୍ତି । କିଛି ଦିନ ତଳେ ଭାଇଜାନ ନିଜ ଫାର୍ମ ହାଉସରେ ଦୁଇ ଦୁଇଟି ସନାଗ ରିଲିଜ କରି ନିଜ ସିଂଙ୍ଗିଗ ଟ୍ୟାଲେଣ୍ଟ ଦେଖାଇଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ନିଜ କମ୍ପାନୀ ପ୍ରସ୍ତୁତ…

ସାଉଥ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିପାରନ୍ତି ଭାଇଜାନ ! ଚିରଞ୍ଜିବୀଙ୍କ ସହିତ ଆସିପାରନ୍ତି ନଜର

ଗତ କିଛିଦିନ ହେଲାଣି ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଆଚାର୍ଯ୍ୟ’କୁ ନେଇ ଅନେକ ଚର୍ଚ୍ଚା। ଏହି ଫିଲ୍ମର ଅଫିସିଆଲ ଘୋଷଣା କରାଯାଇଛି। ଏହି ଫିଲ୍ମରେ ଏକ ଖାସ୍‌ ଭୂମିକା ପାଇଁ ବଲିଉଡର ଭାଇଜାନଙ୍କ ସହିତ ସଂପର୍କ କରାଯାଇଛି। ଏହି ଖାସ୍‌ କେମିଓ ଭୂମିକା କେବଳ ସଲମାନ…

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଭାଇଜାନ, ଫର୍ମହାଉସ ପାଖ ଗାଁ ଲୋକଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

ଲକଡାଉନ ଯୋଗୁ ସଲମାନ ଖାନ ଏବେ ପୂରା ପରିବାର ସହ ମୁମ୍ବାଇ ନିକଟସ୍ଥ ନିଜ ଫାର୍ମ ହାଉସରେ ଫସିରହିଛନ୍ତି। ସେ ସେଠାରେ ରହି କରୋନା ଭାଇରସ ବେଳେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ଏକ ଭିଡିଓ କରି ନିକଟରେ ସେୟାର କରିଥିଲେ। ଏବେ ଫାର୍ମହାଉସରୁ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ…

ପୁଣିଥରେ ସହାୟତାର ହାତ ବଢ଼ାଇଲେ ଭାଇଜାନ, ୪୫ ହଜାର କଳାକାରଙ୍କ ଆକାଉଣ୍ଟରେ ଦେଲେ ଏତେ କୋଟି

କରୋନା ଭାଇରସ ଯୋଗୁ ଦେଶରେ ଲକଡାଉନ ଜାରି ରହିଛି। ଏଭଳି ଜଟିଳ ପରିସ୍ଥିତିରେ ସରକାରଙ୍କ ସମେତ ବଡ଼ ବଡ଼ କଳାକାରମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଲିଉଡର ଭାଇଜାନ ମଧ୍ୟ ଏଭଳି ଖରାପ ସମୟରେ ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ଓ ଏବେ ସେ ନିଜ କଥା…