ସଲମାନଙ୍କ ବ୍ୟାୟାମକୁ ନେଇ ଖୁଲାସା କଲେ ତାଙ୍କ ଫିଟନେସ ବିଶେଷଜ୍ଞ
ବଲିଉଡ ସୁପରଷ୍ଟାର ତଥା ସମସ୍ତଙ୍କ ଭାଇଜାନ ବୋଲାଉଥିବା ସଲମାନ ଖାନ ସବୁବେଳେ ଥାନ୍ତି ଚର୍ଚ୍ଚାରେ । କେତେବେଳେ ତାଙ୍କ ଫିଲ୍ମକୁ ନେଇ ତ କେବେ ନିଜ ପର୍ସନାଲ ଲାଇଫକୁ ନେଇ । ଆଉ କେତେବେଳେ ନିଜ ଫିଟନେସ ପାଇଁ । ବିଶେଷ କରି ୟଙ୍ଗମାସଙ୍କର ତାଙ୍କ ଉପରେ ରହିଥାଏ ନଜର । ପ୍ରକୃତରେ ସଲମାନଙ୍କ…