Browsing Tag

salman khan

ସଲମାନଙ୍କ ଫାର୍ମ ହାଉସ୍‌ରେ ଜବରଦସ୍ତ ପଶିବାକୁ ଚେଷ୍ଟା; ୨ ଜଣଙ୍କୁ ଗିରଫ କଲା ପୋଲିସ, ନକଲି ପରିଚୟ ପତ୍ର ଜବତ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ପନ୍‌ଭେଲସ୍ଥିତ ଫାର୍ମ ହାଉସ୍‌ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍‌ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ବ୍ୟକ୍ତିଦ୍ୱୟ ସଲମାନଙ୍କ ଫାର୍ମ ହାଉସ୍‌ର ତାରବାଡ଼…

ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି, ପନଭେଲ ଫାର୍ମହାଉସରେ ପଶିବାକୁ ଦୁର୍ବୃତ୍ତଙ୍କ ଉଦ୍ୟମ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି । ସଲମାନଙ୍କ ପନଭେଲ ଫାର୍ମହାଉସରେ ପଶିବାକୁ ୨ ଜଣ ଦୁର୍ବୃତ୍ତଙ୍କ ଉଦ୍ୟମ । ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି।  ସୁରକ୍ଷାରେ କିଭଳି ତ୍ରୁଟି ରହିଲା ତାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ । ରିପୋର୍ଟ ମୁତାବକ, ଜାନୁଆରୀ ୪…

୫୮ ବର୍ଷରେ ପାଦଦେଲେ ଭାଇଜାନ, ଭାଣିଜୀଙ୍କ ସହ କେକ୍‌ କାଟି ବର୍ଥ ଡେ କଲେ ସେଲିବ୍ରେଟ୍‌

ବଲିଉଡର ସୁଲତାନ ଅର୍ଥାତ୍ ସଲମାନ ଖାନଙ୍କୁ ଆଜି ୫୮ ବର୍ଷ ହୋଇଛି । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା…

KIFF ୨୦୨୩ରେ ସଲମାନ ଖାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍‌ ଇଣ୍ଡିଆର ପୂର୍ବତନ…

ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ଟାଇଗର ୩’

ବଲିଉଡ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମୋଷ୍ଟ ପପୁଲାର ଫିଲ୍ମ ‘ଟାଇଗର ୩’ ଗତ ମାସ ନଭେମ୍ବର ୧୨ରେ ପୂରା ବିଶ୍ୱର ସିନେମା ହଲରେ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି । ଏହା ବ୍ୟତୀତ ଫିଲ୍ମଟି କେବେ ଓଟିଟିରେ ରିଲିଜ ହେବ ଫ୍ୟାନ୍ସ…

ସଲମାନ ଖାନଙ୍କୁ ହତ୍ୟା ଧମକ, ସୁରକ୍ଷା ବଢାଇଲା ମୁମ୍ବାଇ ପୋଲିସ

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ - ପ୍ଲସ…

ସଲମାନଙ୍କ କୁନି ଫ୍ୟାନ୍‌ ଜିତିଲା ସମସ୍ତଙ୍କ ମନ, ଭିଡିଓ ହେଉଛି ଭାଇରାଲ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି । ଭାଇଜାନଙ୍କ ଏହି ଫିଲ୍ମ ବହୁତ ଶୀଘ୍ର ୩୦୦ କୋଟି ଛୁଇବା ପାଇଁ ଯାଉଛି । ତେବେ ସଲମାନଙ୍କ ଏହି ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟ ଏକ ପ୍ରକାରର କ୍ରେଜ୍‌ ଦେଖିବା ପାଇଁ ମିଳିଛି ।…

‘ଟାଇଗର ୩’ର ସଫଳତା ଇଭେଣ୍ଟରେ ସଲମାନ ଖାନ କଲେ କିଛି ଏପରି, ଭାଇରାଲ ହେଉଛି ଭିଡିଓ

ସଲାମାନ ଖାନଙ୍କ ଲାଟେଷ୍ଟ ଫିଲ୍ମ ‘ଟାଇଗର ୩’ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ଫିଲ୍ମ ରିଲିଜ୍‌ ହେବାର ୬ ଦିନରେ ୨୦୦ କୋଟିରୁ ଅଧିକ କଲେକ୍ସନ୍‌ କରିଛି । ଏହା ସହ ସାରା ବିଶ୍ୱରେ ଫିଲ୍ମର କଲେକ୍ସନ୍‌ ୩୦୦ କୋଟିକୁ ଛୁଇଁଲାଣି । ସଲମାନ ଖାନ ଏବେ ଫିଲ୍ମ ‘ଟାଇଗର ୩’ର ସଫଳତାକୁ…

ଶାହରୁଖ ଏବଂ ସନି ଦେଓ୍ଵଲଙ୍କୁ ପଛରେ ପକାଇଲେ ସଲମାନ ଖାନ, ଦ୍ୱିତୀୟ ଦିନରେ ଜବରଦସ୍ତ ଆୟ କଲା ‘ଟାଇଗର ୩’

ସଲମାନଙ୍କ ଫିଲ୍ମ ‘ଟାଇଗର ୩’ ଦୀପାବଳିରେ ରିଲିଜ ହୋଇ ଜବରଦସ୍ତ ଆୟ କରୁଛି । ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ପ୍ରଥମ ଦିନରେ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ରେକର୍ଡ ଆୟ କରିଛି । ପ୍ରଥମ ଦିନରେ ଫିଲ୍ମ ଗଦର ୨ ଏବଂ ଦ୍ୱିତୀୟ ଦିନରେ ଫିଲ୍ମ ଜଓ୍ଵାନ ଆୟକୁ ପଛରେ…

ଦୀପାବଳିରେ ରିଲିଜ ହେଲା ଟାଇଗର-୩, ଫ୍ୟାନ୍ସଙ୍କ କ୍ରେଜ କହିଲେ ନ ସରେ

ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର-୩' ଅନେକ ଦିନ ଧରି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛି । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଶେଷ ହୋଇଛି । ଆଜି ଅର୍ଥାତ ଦିୱାଲୀ ଅବସରରେ ବକ୍ସଅଫିସରେ ରିଲିଜ ହୋଇଛି ମୋଷ୍ଟ ଆୱେଟେଡ ସ୍ପାଇ ଥ୍ରୀଲର ଫିଲ୍ମ ଟାଇଗର-୩ । ବଡ ପରଦାରେ ପୁଣିଥରେ ଭାଇଜାନ…

ଦୀପାବଳିରେ ମୁକ୍ତିଲାଭ କରିବ ଫିଲ୍ମ ‘ଟାଇଗର ୩’, ଆଡଭାନ୍ସ ବୁକିଂରେ ଇନ୍‌କମ୍‌ କଲା କୋଟି କୋଟି ଟଙ୍କା

ନଭେମ୍ବର ୧୨ରେ ସଲମାନ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ସ୍ପାଏ ଥ୍ରୀଲର ଫିଲ୍ମ ‘ଟାଇଗର ୩’ ଦୀପାବଳିରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଏହାର କଲେକ୍ସନ୍‌ରୁ ଜଣାପଡିଛି ଯେ ଦୀପାବଳିରେ ‘ଟାଇଗର ୩’ ରେକର୍ଡ କରିବାକୁ ଯାଉଛି । ତେବେ ଏହି ଫିଲ୍ମଟି…