Browsing Tag

salman khan

ସଲମାନଙ୍କ ସହ ପଙ୍ଗା ନେଲେ ଶ୍ରୀସନ୍ତ, ପୁଣି ଦେଲେ ବିଗ୍ ବସ ଛାଡ଼ିବା ଧମକ

ମୁମ୍ବାଇ :  ଗତ ସପ୍ତାହରୁ ଟେଲିଭିଜନର ବହୁ ଚର୍ଚ୍ଚିତ ରିଆଲିଟି ଶୋ ବିଗ୍ ବସର ୧୨ତମ ସଂସ୍କରଣ ଆରମ୍ଭ ହୋଇଛି। ଏହାର ପ୍ରଥମ ସପ୍ତାହ ଶେଷ ହୋଇଥିବା ବେଳେ ୱିକେଣ୍ଡର ୱାରରେ ବିଗ୍ ବସ ଘରେ ରହିଥିବା ସଦସ୍ଯଙ୍କ ଖବର ନେଇଛନ୍ତି ଶୋର ହୋଷ୍ଟ ସଲମାନ ଖାନ। ଚଳିତ ବର୍ଷ ଭଳି ପରିସ୍ଥିତ ବିଗ୍ ବସର…

ଭାଇଜାନ ପୁଣି ଲଞ୍ଚ କରିବେ ବଲିଉଡ଼ରେ ନବାଗତା

ମୁମ୍ବାଇ : ବଲିଉଡ଼ରେ ଭାଇଜାନ ଭାବେ ଜଣାଯାଉଥିବା ପୁଣି ଥରେ ବଲିଉଡ଼ରେ ନବାଗତାଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ନୂତନଙ୍କ ନାତୁଣୀଙ୍କୁ ଲଞ୍ଚ୍‌ କରିବେ ସଲମାନ ଖାନ୍‌। ସବୁବେଳେ ନୂଆ ଚେହେରାକୁ ସୁଯୋଗ ଦେଉଥିବା ସଲମାନ୍‌ ଏବେ ନୂତନଙ୍କ ନାତୁଣୀ ପ୍ରନୂତନଙ୍କୁ ଲଞ୍ଚ…

ଦବଙ୍ଗକୁ ପୂରିଲା ୮ବର୍ଷ, ସିନେମାକୁ ନେଇ ବଡ ଖୁଲାସା କଲେ ସଲମାନ

ସଲମାନଙ୍କ ସୁପରହିଟ୍ ଫିଲ୍ମ ଦବଙ୍ଗକୁ ଆଜି ଆଠ ବର୍ଷ ପୂରିଛି। ଏହି ଅବସରରେ ଦବଙ୍ଗ-୩ର ରିଲିଜ୍ ନେଇ କନଫର୍ମ କରିଛନ୍ତି ସଲମାନ। ସେ ନିଜ ଇନଷ୍ଟାଗ୍ରାମରେ ସୋନାକ୍ଷୀଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି, ଆଜି ଦବଙ୍ଗକୁ ୮ବର୍ଷ ହୋଇଗଲା। ଆପଣଙ୍କ ଭଲପାଇବା ଓ ପ୍ରଶଂସା ପାଇଁ ରଜ୍ଜୋ ଓ ଚୁଲବୁଲ୍…

ସଲମାନଙ୍କ ପାଇଁ ଖୁସି ଖବର, ଏବେ ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ

ଏଥର ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ ସଲମାନ ଖାନ୍ । ଏନେଇ ସଲମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ କୋର୍ଟ ସ୍ୱୀକାର କରିନେଇଛନ୍ତି। ସଲମାନଙ୍କୁ ବିଦେଶ ଯାତ୍ରା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡିବନି। ମାତ୍ର କୌଣସି ଯାତ୍ରା ସମ୍ପର୍କରେ ସମସ୍ତ ତଥ୍ୟ କୋର୍ଟରେ ଦେବାକୁ ପଡିବ…

ପ୍ରିୟଙ୍କାଙ୍କ ଉପରେ ବାହାରିଲା ସଲମାନଙ୍କ ରାଗ ! କହିଲେ, ୧୦୦୦ ଥର ଅର୍ପିତାକୁ କଲ୍ କରି ଫିଲ୍ମରେ ମାଗିଥିଲେ କାମ

ପ୍ରିୟଙ୍କା ଭାରତ ଛାଡିବା ପରେ ପୁରା ବଲିଉଡରେ ଏବେ ବି ଗରମ ଅଛି ମାହୋଲ୍ । ପ୍ରିୟଙ୍କା ସିନେମା ଛାଡିବାର ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ମାସ ହୋଇସାରିଲାଣି କିନ୍ତୁ ମାମଲା ଏଯାଏ ଥଣ୍ଡା ହୋଇନି । କିଛି ଦିନ ଯାଏଁ ଚୁପ୍ ରହିବା ପରେ ଏବେ ଧୀରେ ଧୀରେ ମୁହଁ ଖୋଲିଲେଣି ସଲମାନ୍ । ଗୋଟିଏ ପରେ…

ହିରୋରୁ ଜିରୋ ହେଲେ ସଲମାନ୍

ମୁମ୍ବାଇ : କେରଳ ବନ୍ୟା ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଛନ୍ତି ବଲିଉଡ଼ର ଅନେକ କଳାକାର। ଅଭିତାଭ ବଚ୍ଚନ, ଶାହାରୁଖ ଖାନ, ସୁଶାନ୍ତ ସିଂ ରାଜପୁତ, ଜାକଲିନ୍ ଫର୍ଣ୍ଣାଟେଜ୍ , ସନି ଲିଓନି, ପ୍ରିୟା ପ୍ରକାଶ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ବଡ଼ କଳାକାର କେରଳା ମୁଖ୍ୟମନ୍ତ୍ରୀ ବନ୍ୟା…

ଟ୍ଵିଟ୍‌ ପାଇଁ ଟ୍ରୋଲ ଦବଙ୍ଗ ଖାନ୍

ମୁମ୍ବାଇ : ବଲିଉଡ଼ ଟାଇଗର ସବୁ ବେଳେ ସୋସିଆଲ ମିଡ଼ିଆ ଜରୀଆରେ ନିଜ ଫ୍ଯାନ୍ସଙ୍କ ସହ ଜଡ଼ିତ ରହିଥାନ୍ତି। ତେବେ ଏବେ ନିକଟରେ ନିଜର ଆଗାମୀ ଫିଲ୍ମ ଭାରତର ଶୁଟିଂରେ ବ୍ଯସ୍ତ ରହିଥିବା ବେଳେ ଏକ ଟ୍ବିଟ୍ ପାଇଁ ଟ୍ରୋଲ ହୋଇଛନ୍ତି ବଲିଉଡ଼ର ଭାଇଜାନ୍। ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ…

ସଲମାନଙ୍କୁ ଲାଗିଛି ଫଟୋଗ୍ରାଫି ନିଶା, ମଡ଼େଲ ବନିଲେ …

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ଖୁବ ଶୀଘ୍ର ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ରେ ନଜର ଆସିବା ପାଇଁ ଯାଉଛନ୍ତି। ଫିଲ୍ମର ଟିଜର ଅଗଷ୍ଟ ୧୫ ଦିନ ରିଲିଜ ହୋଇଥିବା ବେଳେ ଏଥିରେ ଅଭିନେତାଙ୍କ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ୍। ତେବେ ଫିଲ୍ମରେ ହାସ୍ୟଅଭିନେତା ସୁନିଲ ଗୌଭରଙ୍କର…

ଦବଙ୍ଗ ଖାନ ଦେଲେ ଫ୍ୟାନଙ୍କୁ ଉପହାର : “ଭାରତ”ର ହେଲା ଟିଜର ରିଲିଜ୍

ମୁମ୍ବାଇ : ସ୍ୱାଧୀନତା ଦିବସରେ ଫ୍ୟାନଙ୍କୁ ଦବଙ୍ଗ ଖାନ ଭେଟି ଦେଇଛନ୍ତି ଆଗାମୀ ଫିଲ୍ମ ଭାରତର ଟିଜର। ଏହାକୁ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ସଲମାନ ଲେଖିଛନ୍ତି “କିଛି ସଂପର୍କ ମାଟିରୁ ହୋଇଥାଏ ଆଉ କିଛି ରକ୍ତର ଆଉ ମୋ ପାଖରେ ଦୁଇଟି ହିଁ ରହିଛି “।…

ମୁହଁ ଖୋଲିଲେ ସଲମାନ : କହିଲେ ପ୍ରିୟଙ୍କାଙ୍କ ପାଇଁ ଅଛନ୍ତି ଖୁସି

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରାଙ୍କ ଭାରତ ଛାଡିବା ନେଇ ଶେଷକୁ ମୁହଁ ଖୋଲିଛନ୍ତି ଦବଙ୍ଗଖାନ୍। ନିଜ ଭିଣୋଇ ଆୟୁଷ ଶର୍ମାଙ୍କ ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ସଲମାନ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି। ଆମକୁ ବହୁସମୟ ପରେ ଜଣାପଡିଲା ଯେ, ସେ ସେଠାରେ…

ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ସଲମାନଙ୍କୁ ନେବାକୁ ପଡ଼ିବ କୋର୍ଟରୁ ଅନୁମତି

ଯୋଥପୁର : ବଲିଉଡ଼ର ଦବଙ୍ଗ ଖାନଙ୍କୁ ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ କୋର୍ଟରୁ ମଞ୍ଜୁରୀ। ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ସିଜିଏମ୍) ବିଦେଶ ଯାତ୍ରା ପାଇଁ ସଲମାନଙ୍କୁ ଅନୁମିତି ଦେବା ଆବେଦନକୁ ଶନିବାର ଦିନ ଖାରଜ କରିଛନ୍ତି। କୃଷ୍ଣକାୟମୃଗକୁ ଶିକାର ମାମଲାରେ ସିଜିଏମ୍…

ପ୍ରିୟଙ୍କାଙ୍କ ଉପରେ ରାଗି ନାହାନ୍ତି ସଲମାନ୍

ନିଜ ବାହାଘର ପାଇଁ ପ୍ରିୟଙ୍କା ଚୋପ୍ରା ସଲମାନ ଖାନ୍‌ଙ୍କ ନୂଆ ଫିଲ୍ମ ‘ଭାରତ’ରୁ ଓହରି ଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ଅଚାନକ ଫିଲ୍ମରୁ ଓହରିଯିବା ନେଇ ଅନେକ ଗୁଜବ ମଧ୍ୟ ହୋଇଛି । ଏହି ଘଟଣାରେ ସଲମାନ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଏସବୁ ଗୁଜବକୁ…