Browsing Tag

salman khan

ସଲମାନଙ୍କ ପାଇଁ ଖୁସି ଖବର, ଏବେ ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ

ଏଥର ସ୍ୱାଧୀନ ଭାବେ ବିଦେଶ ଯାଇପାରିବେ ସଲମାନ ଖାନ୍ । ଏନେଇ ସଲମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ କୋର୍ଟ ସ୍ୱୀକାର କରିନେଇଛନ୍ତି। ସଲମାନଙ୍କୁ ବିଦେଶ ଯାତ୍ରା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡିବନି। ମାତ୍ର କୌଣସି ଯାତ୍ରା ସମ୍ପର୍କରେ ସମସ୍ତ ତଥ୍ୟ କୋର୍ଟରେ ଦେବାକୁ ପଡିବ…

ପ୍ରିୟଙ୍କାଙ୍କ ଉପରେ ବାହାରିଲା ସଲମାନଙ୍କ ରାଗ ! କହିଲେ, ୧୦୦୦ ଥର ଅର୍ପିତାକୁ କଲ୍ କରି ଫିଲ୍ମରେ ମାଗିଥିଲେ କାମ

ପ୍ରିୟଙ୍କା ଭାରତ ଛାଡିବା ପରେ ପୁରା ବଲିଉଡରେ ଏବେ ବି ଗରମ ଅଛି ମାହୋଲ୍ । ପ୍ରିୟଙ୍କା ସିନେମା ଛାଡିବାର ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ମାସ ହୋଇସାରିଲାଣି କିନ୍ତୁ ମାମଲା ଏଯାଏ ଥଣ୍ଡା ହୋଇନି । କିଛି ଦିନ ଯାଏଁ ଚୁପ୍ ରହିବା ପରେ ଏବେ ଧୀରେ ଧୀରେ ମୁହଁ ଖୋଲିଲେଣି ସଲମାନ୍ । ଗୋଟିଏ ପରେ…

ହିରୋରୁ ଜିରୋ ହେଲେ ସଲମାନ୍

ମୁମ୍ବାଇ : କେରଳ ବନ୍ୟା ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିଛନ୍ତି ବଲିଉଡ଼ର ଅନେକ କଳାକାର। ଅଭିତାଭ ବଚ୍ଚନ, ଶାହାରୁଖ ଖାନ, ସୁଶାନ୍ତ ସିଂ ରାଜପୁତ, ଜାକଲିନ୍ ଫର୍ଣ୍ଣାଟେଜ୍ , ସନି ଲିଓନି, ପ୍ରିୟା ପ୍ରକାଶ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ଼ବଡ଼ କଳାକାର କେରଳା ମୁଖ୍ୟମନ୍ତ୍ରୀ ବନ୍ୟା…

ଟ୍ଵିଟ୍‌ ପାଇଁ ଟ୍ରୋଲ ଦବଙ୍ଗ ଖାନ୍

ମୁମ୍ବାଇ : ବଲିଉଡ଼ ଟାଇଗର ସବୁ ବେଳେ ସୋସିଆଲ ମିଡ଼ିଆ ଜରୀଆରେ ନିଜ ଫ୍ଯାନ୍ସଙ୍କ ସହ ଜଡ଼ିତ ରହିଥାନ୍ତି। ତେବେ ଏବେ ନିକଟରେ ନିଜର ଆଗାମୀ ଫିଲ୍ମ ଭାରତର ଶୁଟିଂରେ ବ୍ଯସ୍ତ ରହିଥିବା ବେଳେ ଏକ ଟ୍ବିଟ୍ ପାଇଁ ଟ୍ରୋଲ ହୋଇଛନ୍ତି ବଲିଉଡ଼ର ଭାଇଜାନ୍। ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ…

ସଲମାନଙ୍କୁ ଲାଗିଛି ଫଟୋଗ୍ରାଫି ନିଶା, ମଡ଼େଲ ବନିଲେ …

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ଖୁବ ଶୀଘ୍ର ଅଲ୍ଲୀ ଅବାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭାରତ’ରେ ନଜର ଆସିବା ପାଇଁ ଯାଉଛନ୍ତି। ଫିଲ୍ମର ଟିଜର ଅଗଷ୍ଟ ୧୫ ଦିନ ରିଲିଜ ହୋଇଥିବା ବେଳେ ଏଥିରେ ଅଭିନେତାଙ୍କ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ୍। ତେବେ ଫିଲ୍ମରେ ହାସ୍ୟଅଭିନେତା ସୁନିଲ ଗୌଭରଙ୍କର…

ଦବଙ୍ଗ ଖାନ ଦେଲେ ଫ୍ୟାନଙ୍କୁ ଉପହାର : “ଭାରତ”ର ହେଲା ଟିଜର ରିଲିଜ୍

ମୁମ୍ବାଇ : ସ୍ୱାଧୀନତା ଦିବସରେ ଫ୍ୟାନଙ୍କୁ ଦବଙ୍ଗ ଖାନ ଭେଟି ଦେଇଛନ୍ତି ଆଗାମୀ ଫିଲ୍ମ ଭାରତର ଟିଜର। ଏହାକୁ ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ସଲମାନ ଲେଖିଛନ୍ତି “କିଛି ସଂପର୍କ ମାଟିରୁ ହୋଇଥାଏ ଆଉ କିଛି ରକ୍ତର ଆଉ ମୋ ପାଖରେ ଦୁଇଟି ହିଁ ରହିଛି “।…

ମୁହଁ ଖୋଲିଲେ ସଲମାନ : କହିଲେ ପ୍ରିୟଙ୍କାଙ୍କ ପାଇଁ ଅଛନ୍ତି ଖୁସି

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରାଙ୍କ ଭାରତ ଛାଡିବା ନେଇ ଶେଷକୁ ମୁହଁ ଖୋଲିଛନ୍ତି ଦବଙ୍ଗଖାନ୍। ନିଜ ଭିଣୋଇ ଆୟୁଷ ଶର୍ମାଙ୍କ ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ସଲମାନ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି। ଆମକୁ ବହୁସମୟ ପରେ ଜଣାପଡିଲା ଯେ, ସେ ସେଠାରେ…

ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ସଲମାନଙ୍କୁ ନେବାକୁ ପଡ଼ିବ କୋର୍ଟରୁ ଅନୁମତି

ଯୋଥପୁର : ବଲିଉଡ଼ର ଦବଙ୍ଗ ଖାନଙ୍କୁ ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ କୋର୍ଟରୁ ମଞ୍ଜୁରୀ। ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ସିଜିଏମ୍) ବିଦେଶ ଯାତ୍ରା ପାଇଁ ସଲମାନଙ୍କୁ ଅନୁମିତି ଦେବା ଆବେଦନକୁ ଶନିବାର ଦିନ ଖାରଜ କରିଛନ୍ତି। କୃଷ୍ଣକାୟମୃଗକୁ ଶିକାର ମାମଲାରେ ସିଜିଏମ୍…

ପ୍ରିୟଙ୍କାଙ୍କ ଉପରେ ରାଗି ନାହାନ୍ତି ସଲମାନ୍

ନିଜ ବାହାଘର ପାଇଁ ପ୍ରିୟଙ୍କା ଚୋପ୍ରା ସଲମାନ ଖାନ୍‌ଙ୍କ ନୂଆ ଫିଲ୍ମ ‘ଭାରତ’ରୁ ଓହରି ଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ଅଚାନକ ଫିଲ୍ମରୁ ଓହରିଯିବା ନେଇ ଅନେକ ଗୁଜବ ମଧ୍ୟ ହୋଇଛି । ଏହି ଘଟଣାରେ ସଲମାନ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଏସବୁ ଗୁଜବକୁ…

ସଲମାନଙ୍କ ପାଇଁ ଭାରତ ଛାଡିଲେ ପ୍ରିୟଙ୍କା !

ଭାରତ ଛାଡିଛନ୍ତି ପ୍ରିୟଙ୍କା । ତେବେ ଦେଶ ଭାରତ ନୁହେଁ ସଲମାନଙ୍କ ସିନେମା ’ଭାରତ’ ଛାଡି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଦେଶୀ ଗର୍ଲ । ତେବେ ଭାଇଜାନଙ୍କ ସହ ପଙ୍ଗା ନେବାର ଆଜି ଯାଏଁ କାହାର ସାହାସ ନଥିବା ବେଳେ ଏମିତି କଣ ହେଲା ଯେ ପ୍ରିୟଙ୍କା ଏଭଳି ପଦକ୍ଷେପ ଉଠାଇଛନ୍ତି । ଏହି ପ୍ରଶ୍ନ…

କାହିଁକି ରିଆଲିଟି ସୋରେ ସଲମାନଙ୍କ ସାର୍ଟ ବଟମ ଖୋଲିଲେ ଶିଳ୍ପା

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ ବର୍ତ୍ତମାନ ତାଙ୍କର ରିଆଲିଟି ସୋ ଦଶ କା ଦମରେ ବ୍ୟସ୍ତ ରହିଛନ୍ତି। ଏହି ସମୟରେ ସେ ବହୁତ ମସ୍ତି କରୁଥିବାର ଦେଖିବାକୁ ମିଳିଥାନ୍ତି। ସୋର ଏକ ଏପିସୋଡ଼ରେ ସଲମାନ ଖାନ ତାଙ୍କର ଖାସ ବନ୍ଧୁ ଶିଲ୍ପା ସେଟ୍ଟୀ ଏବଂ ଫାରହା ଖାନଙ୍କ ସହ ନଜର ଆସିଥିଲେ। ଏଥିରେ ହଠାତ…

ଦବଙ୍ଗ ଖାନଙ୍କୁ ପଛରେ ପକାଇଲେ ଖିଲାଡ଼ି ଅକ୍ଷୟ କୁମାର !

ମୁମ୍ବାଇ : ବଲିଉଡ଼ର ନାମୀଦାମି ତିନି ଖାନଙ୍କୁ ପଛରେ ପକାଇଛନ୍ତି ଅକ୍ଷୟ କୁମାର। ଫୋବର୍ସ ଦ୍ୱାରା ଜାରି କରାଯାଇଥିବା ଟପ୍ ହଣ୍ଡ୍ରେଣ୍ଡରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ଏହି ଖିଲାଡ଼ି କୁମାର। ଏହି ତାଲିକାରେ ଅକ୍ଷୟ ୭୬ ସ୍ଥାନ ରହିଛନ୍ତି। ଚଳିତ…