ଆଜି ୫୬ ବର୍ଷରେ ପାଦ ଥାପିଲେ ଦବଙ୍ଗ ଖାନ୍, ଧୂମଧାମରେ ଚାଲିଛି ସେଲିବ୍ରେସନ୍
ମୁମ୍ବାଇ: ଆଜି ଭାଇଜାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଲେ ଦବଙ୍ଗ ଖାନ୍ । ନିଜର ୫୬ତମ ଜନ୍ମଦିନକୁ ଧୂମଧାମରେ ସେଲିବ୍ରେଟ କରୁଛନ୍ତି ସଲମାନ । ଗତକାଲି ସଲମାନଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା । ଭାଇଜାନଙ୍କୁ ବର୍ଥଡ଼େ ଓ୍ଵିସ୍ କରିବାକୁ ତାଙ୍କ ଫାର୍ମ ହାଉସ୍ ବାହାରେ…