Browsing Tag

salman khan

ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ବଲିଉଡ଼ରେ କରିବେ ଏଣ୍ଟ୍ରି, ଡେବ୍ୟୁଟ ଫିଲ୍ମ ପାଇଁ ହାତରେ ଅଛି ବଡ ପ୍ରୋଜେକ୍ଟ

ସଲମାନ ଖାନଙ୍କୁ ବଲିଉଡର ଭାଈଜନ କୁହାଯାଏ। ସେ ବଲିଉଡ଼ ଜଗତର ଜଣେ ବଡ଼ ସଫଳ କଳାକାର। ସଲମାନଙ୍କ ପରିବାର ସଦସ୍ୟ ମଧ୍ୟ ପ୍ରଶଂସକଙ୍କ ପାଇଁ କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି। ଏବେ ଖବର ଆସୁଛି ଯେ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି…

ଖୁବଶୀଘ୍ର ଖୁସି ଖବର ଦେବେ ବରୁଣ ! ବିଗ୍‌ବସ୍‌ ୧୬ ସେଟରେ ସଲମାନ ଦେଲେ ସଂକେତ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ ଏକଥା ବଲିଉଡର ଦବଙ୍ଗ ଖାନ ସଲମାନ ବିଗ୍‌ବସ୍‌ ୧୬ ସେଟରେ କହିଛନ୍ତି। ବିଗବସ୍‌-୧୬କୁ ବରୁଣ ଏବଂ କ୍ରିତି ଅପକମିଂ…

ସଲମାନ ଖାନଙ୍କୁ ମିଳିବ Y + ସୁରକ୍ଷା, ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସରକାର ନେଲେ…

ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଏବେ ତାଙ୍କୁ ମୁମ୍ବାଇ ପୋଲିସ ତରଫରୁ Y + ସୁରକ୍ଷା ଦିଆଯିବ। ନିକଟ ଅତୀତରେ ଅଭିନେତାଙ୍କୁ ଲରେନ୍ସ ବିସ୍ନୋଇ ଗ୍ୟାଙ୍ଗରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନାଥାଉ…

ସଲମାନ ଖାନଙ୍କୁ ଡେଙ୍ଗୁ, ଏବେ ଭାଇଜାନଙ୍କ ସ୍ଥାନରେ ବିଗ୍‌ବସ୍‌ ହୋଷ୍ଟ କରିବେ କରଣ ଜୋହର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ସମସ୍ତଙ୍କ ପ୍ରିୟ ଭାଇଜାନ ଏବେ ଡେଙ୍ଗୁରେ ପୀଡିତ। ଆଉ ଏଥିପାଇଁ ସଲମାନ ଖାନ ବିଗବସ୍‌ ୧୬ରେ କିଛି ସପ୍ତାହ ପାଇଁ ନଜର ଆସିବେ ନାହିଁ। ନିଜର ଆଗାମୀ ଫିଲ୍ମ ଯୋଗୁଁ ସଲମାନ କେବଳ ବିଗବସ୍‌ରେ ଓ୍ଵିକେଣ୍ଡ କା ଓ୍ଵାର କରିବାକୁ…

ସୁଟିଂ ସେଟ୍‌ରୁ ବଳକା ଖାଦ୍ୟ ପ୍ୟାକ୍‌ କରି ନେଇ ଆସୁଥିଲେ ସଲମାନ ଖାନ; ବାଟରେ କରୁଥିଲେ ଏହି କାମ…ଖୁଲାସା କଲେ ଆୟେଶା…

ବଲିଉଡର ଭାଇଜାନ ସଲମାନ ଖାନ ଜଣେ ହୃଦୟବାନ ମଣିଷ, ଏ କଥା ସମସ୍ତେ ଜାଣନ୍ତି। ତାଙ୍କ ଉଦାରତା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଭଲ କାମ କରିବାରେ ସେ ସବୁବେଳେ ଆଗରେ ଥାଆନ୍ତି। ସଲମାନ ନିଜ ଚାରିଟେବୁଲ ଫାଉଣ୍ଡେସନରୁ ଏମିତି ଅନେକ ଲୋକଙ୍କୁ ଜୀବନ ଦାନ ମଧ୍ୟ କରିଛନ୍ତି। ଅଭିନେତା ସବୁବେଳେ…

ଟଲିଉଡ ମୁହାଁ ଭାଇଜାନ୍‌ ସଲମାନ୍‌ ଖାନ୍‌, ଛାଡ଼ିବେ କି ବଲିଉଡ ? ଗଡ୍‌ ଫାଦରର ଟ୍ରେଲର ଲଞ୍ଚ ବେଳେ କହିଲେ ଏମିତି

ସାଉଥ ଇଣ୍ଡଷ୍ଟ୍ରୀର ଧମାକାଦାର ଫିଲ୍ମ ‘ଗଡ୍‌ ଫାଦର’ ୫ ଅକ୍ଟୋବର ଅର୍ଥାତ୍‌ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ୍‌ ଖାନ ସାଉଥ ସିନେମାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସଲମାନ୍‌ ଖାନ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖି ଆସିଛନ୍ତି। ଏହାରି ଭିତରେ…

ସଲମାନ ଖାନ୍‌ଙ୍କ ଡୁପ୍ଲିକେଟ ସାଗର ପାଣ୍ଡେଙ୍କ ପରଲୋକ, ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ଆସିଲା ହାର୍ଟଆଟାକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ବଡି ଡବଲ ବା ଡୁପ୍ଲିକେଟ୍ ସାଗର ପାଣ୍ଡେଙ୍କ ପରଲୋକ । ଶୁକ୍ରବାର ଦିନ ଦ୍ୱିପ୍ରହରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଜିମରେ ୱାର୍କଆଉଟ୍ କରୁଥିବା ସମୟରେ ସାଗର ପାଣ୍ଡେଙ୍କୁ ହାର୍ଟ ଆଟାକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ…

‘ନିର୍ମାତା କଣ୍ଢେଇ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ’, ବଲିଉଡର ରାଜ୍ ଖୋଲିଲେ ନବେ ଦଶକ ହିରୋଇନ ଆୟେଶା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ହିଟ୍‌ ଫିଲ୍ମ ଦେଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଆୟେଶା ଜଣେ। ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କ୍ୟାରିୟର ମଧ୍ୟରେ ସେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏବେ କିନ୍ତୁ ଆୟେଶା ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି।…

ସାମ୍ନାକୁ ଆସିଲା Bigg Boss-16 ର ନୂଆ ପ୍ରମୋ, ଏଥର କିଛି ନୂଆ ଢ଼ଙ୍ଗରେ ହେବ ଖେଳ

ନୂଆ ରୂପ ନୂଆ ଢ଼ଙ୍ଗରେ ଆସିବ ବିଗବସର ନୂଆ ସିଜନ। ଏଥର ବିଗବସରେ ଘଟିବ କିଛି ଅଲଗା, ଏଥର ନିଜେ ଖେଳିବ ବିଗବସ୍‌। ବିଗ୍ ବସ୍କୁ ନେଇ ଆଉ କିଛି ଦିନ ବାକି ଅଛି। ନିକଟରେ ଏହାର ପ୍ରମୋ ରିଲିଜ୍ ହୋଇଥିଲା। ପ୍ରଶଂସକମାନେ ଏହାକୁ ଦେଖି ବହୁତ ଏକ୍ସଟାଇଡ୍‌ ଅଛନ୍ତି। ବହୁତ ଜଲଦି ସଲମାନ୍ ସମସ୍ତ…

ପନ୍‌ଭେଲ ଫାର୍ମହାଉସ୍‌ ପାଖରେ ହିଁ କରାଯାଇ ଥାଆନ୍ତା ସଲମାନ ଖାନଙ୍କୁ ହତ୍ୟା! ହୋଶ୍‌ ଉଡ଼ାଇ ଦେବ ବିଶ୍ନୋଇ ଗ୍ୟାଙ୍ଗ୍‌ର…

ବଲିଉଡ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ଲଗାତାର ବିପଦ ରହି ଆସିଛି। ଥରେ ପ୍ଲାନ୍‌ ଫେଲ୍‌ ହେବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଏହି କଥା ଖୁଲାସା କରିଛି ପଞ୍ଜାବ ପୋଲିସ। ପୋଲିସ…

ଗ୍ୟାଙ୍ଗଷ୍ଟାର୍ସଙ୍କ ଟାର୍ଗେଟ୍‌ରେ ସଲମାନ ଖାନ! ମୁସେଓ୍ଵାଲା ହତ୍ୟା ମାମଲାରେ ଗିରଫ ଶୁଟର କଲେ ବଡ଼ ଖୁଲାସା…

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତାଙ୍କ ସମସ୍ୟା କେବେ ବି କମିବାର ନାଁ ଧରେ ନାହିଁ। ବର୍ତ୍ତମାନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ମୃତ୍ୟୁ ପରଠାରୁ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ…

ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଦମ୍‌ଦାର ଟିଜର ରିଲିଜ୍‌; ସଲମାନଙ୍କ ସ୍ୱାଗ୍‌ ଦେଖି ଫ୍ୟାନମାନେ ଫିଦା…

ବଲିଉଡ୍‌ ଅଭିନେତା ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଥାଆନ୍ତି। ନିକଟରେ ସେ ନିଜର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ପ୍ରଥମ ଲୁକ୍‌ ସେୟାର କରିଥିଲେ। ଫଟୋରେ ଅଭିନେତାଙ୍କ ଲୁକ୍‌ ବହୁତ ଭିନ୍ନ ନଜର ଆସିଥିଲା। ଏବେ ସଲମାନଙ୍କ ଏହି ଫିଲ୍ମର ଟିଜର…