ନିଜ ଘର ପାଖରେ ହିଁ ଡୁପ୍ଲେକ୍ସ ଭଡ଼ା ନେଲେ ସଲମାନ୍ ଖାନ୍, ଭଡ଼ାରେ ଦେବେ ଲକ୍ଷାଧିକ ଟଙ୍କା
ବଲିଉଡ୍ର ଭାଇଜାନ୍ ସଲମାନ୍ ଖାନ୍ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ନିଜ ବାଦଶାହ ଭଳି ଲାଇଫ୍ଷ୍ଟାଇଲ୍ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍ ଲାଇଟ୍ରେ ରହିଥାନ୍ତି। ବଲିଉଡ୍ର ଜଣେ ବଡ଼ ଷ୍ଟାର ଭାବେ ପରିଚିତ ସଲମାନ୍ଙ୍କର ଘରଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ…