ସଲମାନଙ୍କ ଫିଲ୍ମ ‘ରାଧେ’କୁ ବ୍ୟାନ କରିବା ପାଇଁ ଟ୍ୱିଟରରେ ହାସଟ୍ୟାଗ ହେଲା ଟ୍ରେଣ୍ଡିଂ, ଦେଖନ୍ତୁ
ସଲମାନ ଖାନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ 'ରାଧେ ମୋଷ୍ଟ ୱାଣ୍ଟେଡ' ମୁଭି ରିଲିଜ ହୋଇସାରିଛି । ଏହାକୁ ମଲ୍ଟିପଲ ପ୍ଲାଟଫର୍ମରେ ରିଲିଜ କରାଯାଇଛି । ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଜବରଦସ୍ତ ରେସପନ୍ସ ମଧ୍ୟ ମିଳିଛି । ସୋସିଆଲ ମିଡିଆରେ ରାଧେକୁ ନେଇ ଅନେକ ଟ୍ରେଣ୍ଡସ ମଧ୍ୟ ଦେଖିବାକୁ ମିଳିଛି…