ନିଆରା ଅଫର ଦେଲେ ସେଲୁନ ମାଲିକ: ଟିକା ନେଇଥିଲେ କେଶ ଓ ଦାଢ଼ି କାଟି ପାରିବେ ଗ୍ରାହକ
ବିହାର ସ୍ଥିତ ଦରଭଙ୍ଗା ଜିଲ୍ଲାରେ ଜଣେ ସେଲୁନ ମାଲିକ ନିଜ ଗ୍ରହକ ମାନଙ୍କୁ ଏକ ନିଆରା ଅଫର ଦେଇଥିବାର ଜଣାପଡିଛି । ଟିକା ନେଇଥିବା ଗ୍ରାହକଙ୍କର କେଶ ଓ ଦାଢ଼ି ସେ ମାଗଣାରେ କାଟୁଛନ୍ତି । ଦରଭଙ୍ଗା ସହରର ବାଇତା ଛକରେ ଶମ୍ଭୁ କୁମାର ଠାକୁରଙ୍କର ସେଲୁନ୍ ରହିଛି । ନିଜ ଜିଲ୍ଲାରେ ଟିକାକରଣ…