କ’ଣ ଆପଣ ଦହି ସହିତ ଲୁଣ ଖାଉଛନ୍ତି କି? ଜାଣନ୍ତୁ ଏହାକୁ କେବେ ଏବଂ କିପରି ଖାଇବେ
ଆମେ ସମସ୍ତେ ତ ଦହି ଖାଇଥାଉ କିନ୍ତୁ ଆମେ ଜାଣିନଥାଉ ଦହି ଖାଇବାର ସଠିକ ଉପାୟ କ’ଣ? ଉଦାହରଣ ସ୍ୱରୂପ, କିଛି ଲୋକ ଚିନି ସହିତ ଦହି ମିଶାଇ ଖାଆନ୍ତି ଏବଂ କିଛି ଲୋକ ଲୁଣରେ ଦହି ମିଶାଇ ଖାଇଥା’ନ୍ତି । କିନ୍ତୁ, ଯଦି ଆମେ କେବଳ ଲୁଣ ବିଷୟରେ କଥାବାର୍ତ୍ତା କରୁ, ତେବେ ଲୁଣରେ ଦହି ମିଶାଇ ଖାଇବା…